କିଡିନୀ ରୋଗରେ ପୀଡିତ ରବି ମହାନ୍ତଙ୍କ ପରଲୋକ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ରବି ମହାନ୍ତ(୫୫) ଦୀର୍ଘ ୪ ବର୍ଷ ହେଲାଣି କିଡିନୀ ରୋଗରେ ପୀଡିତ ହେଇ ଶଯ୍ୟାଶାୟୀ ଥିଲେ । ପରିବାର ବୋଲି ପତ୍ନୀ କୁନି ମହାନ୍ତ,ଦୁଇ ଝିଅ ମନ୍ଦୋଦରୀ ଓ ସରସ୍ୱତୀ କୁ ନେଇ ପରିବାର । ରବି ପେସାରେ ଜଣେ…