Take a fresh look at your lifestyle.

ନୂଆ ଅର୍ଥନୀତି ଦେଶର ଉନ୍ନତି ନୁହେଁ, ଦୁର୍ଗତୀ ଆଣିଛି : ଡକ୍ଟର ବିଶ୍ୱଜିତ୍

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ଠାରେ ରାଷ୍ଟ୍ରୀୟ ଯୁବା ସଂଗଠନ ଏବଂ ଇଡିଅଟ୍ ସଂସ୍ଥାର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ସର୍ବୋଦୟ ଦିଶା ଦର୍ଶନ ଶିବିରରେ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସର୍ବୋଦୟ ନେତା ଡକ୍ଟର ବିଶ୍ୱଜିତ୍, ଦେଶରେ ନୂଆ ଅର୍ଥନୀତି ଉନ୍ନତି ନୁହେଁ,…

ଚି ଚି ଚି ଚିଟଫଣ୍ଡ ଡ ଡ ଡ

ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ । ଠକ କହି ସରକାର ମାଡି ବସିଲେ ହଟହଟା ଜମାକାରୀ ତେଣୁ ହୋଇଲେ । ଅଉଷଧ କିଣିବାକୁ ମିଳୁନି ଟଙ୍କା ଶୁଣାଯାଏ ସରକାର ଟାଳିଵେ ଶଙ୍କା କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ, ଫେରେଇଵେ କେବେ ଟଙ୍କା ଦିଶୁନି ବାଟ । ତଦାରଖ…

ଶ୍ରାବଣ ମାସରେ ପାଣି ପାଇଁ ଚିନ୍ତାରେ ଚାଷୀ ,ପଳାଶୁଣି ଅଞ୍ଚଳ ଚାଷ ଜମି ଫାଟି ଆଁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଶ୍ରାବଣ ମାସରେ ବର୍ଷା ନାହିଁ । ଆଉ କିଛି ଦିନ ପରେ ଭାଦ୍ରବ ମାସ ଆସି ପହଁଚିବ ।ଏହି ଚିନ୍ତାରେ ଅଛନ୍ତି ପଳାଶୁଣି ଅଞ୍ଚଳର ୧୦ ଟି ପଞ୍ଚାୟତ ଗଡ଼ପଳାଶୁଣି, ମହାବିରୋଡ଼, ଝିଲ୍ଲୀ, ଦଶୀପୁର, କୁଟୁରିଆ, ଘାଗରାମୁଣ୍ଡା, ବାମ,ପଙ୍ଗାତିରା, ବିରିବୋଲାଇ, ଚାନ୍ଦପୁର…

ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଆହତ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ପରଜଙ୍ଗ ବ୍ଲକ ମାଣକିମରା ପଞ୍ଚାୟତର କାଦୁପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଗୁରୁତର । ସୂଚନା ମୁତାବକ କାଦୁପଡା ଗ୍ରାମର ବାବୁ ସାହୁ(୪୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ,ସେ ଅସ୍ଥାୟୀ…

ସ୍ବତନ୍ତ୍ରତାର ୭୫ ବର୍ଷ ପାଳନ ନିମନ୍ତେ ଅମୃତମହୋତ୍ସବ ସମାରୋହ କମିଟି ଗଠନ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଦେଶ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଦେଶରେ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଅଛି ।ମହାନ ଦେଶ ଭକ୍ତ ମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ସ୍ୱାଧୀନତା ପାଇଥିଲା ।…

ଓଡାପଡାର ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ' ଅନୁଷ୍ଠାନ ପକ୍ଷରୁ ଓଡାପଡା ବ୍ଲକ୍ ପରିସରରେ ୧୪ଜଣ ଛାତ୍ରଛାତ୍ରୀ ସମେତ…

ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ…

ଭୁବନ/ଢେଙ୍କାନାଳ: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ  ଜନ୍ମସ୍ଥାନ୍ ଢ଼ଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କର୍ମକର୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…

ଦୃଢ ସଂକଳ୍ପ, ମନୋବଳ ଓ ଆତ୍ମବିଶ୍ୱାସ ପ୍ରତିଭାକୁ ବଢାଏ: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ' ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ହିନେ୍ଦାଳ ବ୍ଲକ୍, ଓଡାପଡା ବ୍ଲକ,…

ସର୍ବୋଦୟ ଦିଶାଦର୍ଶନ ଶିବିର ଉଦ୍ଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହସ୍ଥିତ ଇଡିଅଟ୍ ତାଲିମ୍ ଗୃହରେ ତିନିଦିନିଆ ଦିଶାଦର୍ଶନ ଶିବିର ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରୀଷ୍ଣା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ…

ଭୁବନ ରେ ରାସ୍ତା କଥା ବୁଝିବ କିଏ?

ଭୁବନ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ / ରାସ୍ତା ନଂ ୫୩ କଥା କହୁଛି। ବିଶେଷ କରି କଲେଜ ରୋଡ ରେ ନରହରି ସାହୁ ଙ୍କ ପେଟ୍ରୋଲ ପମ୍ପ ଠାରୁ କାଳୀ ବଜାର ଛକ୍ ଦେଇ ଭୁବନ କୋର୍ଟ ପର୍ଯ୍ୟନ୍ତ ଯାଇ ଥିବା ଜାତୀୟ ରାଜପଥ ରାସ୍ତା ର ଖାଲ ଖମା, ଦୂରବସ୍ଥା କଥା ଏଠାରେ ଉଲ୍ଲେଖ କରୁଛି। ଏହି ରାସ୍ତା…