ଭୁବନରେ ହର ଘର ତ୍ରିରଙ୍ଗା: ସାରା ସହର ତ୍ରିରଙ୍ଗା ମୟ
ଭୁବନ : ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ ସାରା ଦେଶରେ ଅପୂର୍ବ ଉଦ୍ଦିପନା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ ରୁ ୧୫ ତିନି ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜଘରେ ତ୍ରିରଙ୍ଗା ପତାକା ଉଡାଇବେ ।
ହର ଘର ତ୍ରିରଙ୍ଗାକୁ ଆହୁରି ଆକର୍ଷଣୀୟ ଓ…