ଭ୍ରଷ୍ଟାଚାର ବିରୋଧରେ ଅଗଷ୍ଟ ୯ ରୁ ବିଜେପିର ଆନେ୍ଦାଳନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଆସନ୍ତ ୯ ତାରିଖ ଠାରୁ ସପ୍ତହ ବ୍ୟାପୀ ଭ୍ରଷ୍ଟାଚାରୀ ବିରୋଧରେ ଗାଦିଛାଡ ଆନେ୍ଦାଳନ ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ବିଜେପି କରିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…