ଦେଶ ପ୍ରେମ ବିଶ୍ୱାସର ଅବିଚ୍ଛେଦ୍ୟ ଅଙ୍ଗ : ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ
ଢେଙ୍କାନାଳ (ଅନସାର ଅଲୀ ଖାଁ) : ୭୩ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅହମ୍ମଦିଆ ମୁସଲିମ ଜମାତ ଭାରତ କହିଛି ଯେ ୨୬ ଜାନୁଆରୀର ଐତିହାସିକ ଦିନ ଭାରତର ପ୍ରଗତିର ମୂଳଦୁଆ ପକାଇଥାଏ। ଆଜି ଠାରୁ ୭୩ ବର୍ଷ ପୂର୍ବେ ଅର୍ଥାତ୍ ସ୍ୱାଧୀନତାର ଅଢେଇ ବର୍ଷ ପରେ ୧୯୫୦ ମସିହାରେ ଦେଶରେ…