Take a fresh look at your lifestyle.
Browsing Category

ରାଜ୍ୟ ଖବର

ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ

ଢେଙ୍କାନାଳ: ସ୍ଥାନୀୟ ରଥଗଡାସ୍ଥି ଉଫୁନା କାର୍ଯ୍ୟାଳୟରେ"ବିଶ୍ୱ ମାନବିକ ଅଧିକାର ଦିବସ'' ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାଷୀ ମାଧ୍ୟମରେ…

‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି

ଭୁବନେଶ୍ୱର, (ଟଙ୍କଧର ଦାଶ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ…

ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି

ଭୁବନେଶ୍ୱର : ନିର୍ମଳା ନିକେତନ ଦିଲ୍ଲୀ ତରଫରୁ ଘରୋଇ ପରିଚାରିକା ମାନଙ୍କ ଆଇନ୍ ପ୍ରଣୟନ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ, ଘରୋଇ ପରିଚାରିକା ମାନଙ୍କ ସମସ୍ୟା ଏକ ବଡ଼ ସମସ୍ୟା, ରାଜ୍ୟ ସରକାର…

କୋଣାର୍କ ରେ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା

କୋଣାର୍କ : କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଗତ ବୁଧବାର ପୂର୍ବାହ୍ନରେ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନାଚକ୍ର ଏବଂ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି କୋଭିଡ୧୯ର…

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ…

ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଡ. ରାଧାନାଥ ରଥଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ

ଢେଙ୍କାନାଳ : ଓଡିଆ ସାମ୍ବାଦିକତାର ପିତାମହ ଭୀଷ୍ମ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ, ଅଗ୍ରଣୀ ସମାଜସେବୀ ଓ ଓଡିଶାର ପୂର୍ବତନ ବରିଷ୍ଠ ମନ୍ତ୍ରୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ କୀର୍ତି ଓ କୃତୀ ଆଜିର ଯୁବ ସମାଜ ପାଇଁ ପଥପ୍ରଦର୍ଶକ ବୋଲି ମହୁଲପଡା ବିଶ୍ୱ କୁନ୍ତଳ…

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ…

ଦୀଘା ସମୁଦ୍ର କୂଳରେ ମଠକରଗୋଳା ସ୍କାଉଟ, ଗାଇଡ ବିଦ୍ୟାର୍ଥୀଙ୍କ ସଫେଇ

ଭୁବନ : ଓଡିଶା ରାଜ୍ୟ ସ୍କାଉଟ ଗାଇଡ ତରଫରୁ କୋଷ୍ଟାଲ ଟ୍ରାକିଙ୍ଗି କାର୍ଯ୍ୟକ୍ରମ ଯୋଜନାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ମହବିଦ୍ୟାଳୟର ସ୍କାଉଟ ଗାଇଡ ବିଦ୍ୟାର୍ଥୀ ମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍କାଉଟ ଗାଇଡ ସଂପାଦକ ଚନ୍ଦନ ଦାସ, ସହସଂଗଠକ ସ୍କାଉଟ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ

ଯୁଯୁମୁରା : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତାଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର,ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ…

ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ କୋଭିଡ କଟକଣା ଉଲଂଘନ କରି ବିବାହ ଶୋଭାଯାତ୍ରା କୁ ରୋକିଛି ପୁଲିସ । ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ ଶୋଭାଯାତ୍ରା ରୁ ଉଚ୍ଚ ଶବ୍ଦ ସମ୍ପର୍ଣ୍ଣ ବଡକାଠ ବାଇଦ ଏବଂ ଶୋଭାଯାତ୍ରା ରେ ନିଆଯାଉଥିବା ଅନ୍ୟ ଉପକରଣ କୁ ଜବତ କରିଥିବା ସୂଚନା…