Take a fresh look at your lifestyle.

ଓଡିଶା ଆଦର୍ଶ ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଗଁଦିଆ :ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ଗଣପତିଙ୍କ ଆରାଧନା…

‘ସାମ୍ବିଧାନିକ ମୂଲ୍ୟବୋଧ, ଭାରତୀୟ ରାଷ୍ଟ୍ରୀୟତା ଓ ଆମ ଦାୟିତ୍ୱ’ ସମ୍ପର୍କିତ ଆଲୋଚନା

ଅନୁଗୁଳ: ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ବାଜିରାଉତ ଛାତ୍ରାବାସ, ଅନୁଗୁଳ ଜିଲ୍ଲା ସର୍ବୋଦୟ ମଣ୍ଡଳ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଗାନ୍ଧୀ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗଣେଷ ପୂଜା ପାଳିତ

ଢେଙ୍କାନାଳ: ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି । ଗଜାନନଙ୍କୁ ଷୋଡ଼ଷ ଉପଚାର ରେ ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଭୋଗ ଫୁଲ ହାର ରାଶିଲଡୁ ଉଖୁଡା କଦଳୀ…

ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ

ଢେଙ୍କାନାଳ: ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି । ୧୯୮୩ ମସିହାରୁ ଗଣେଶ ପୂଜା ପାଳିତ ହୋଇଆସୁଅଛି । କଳସ ସ୍ଥାପନ, ମଣ୍ଡଳ ପୂଜା, ଗଣେଶଙ୍କୁ ଷୋଡ଼ଶ ଉପଚାରରେ ପୂଜା ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା । ପୂଜକ ଗୋବିନ୍ଦ ନନା, କର୍ତା ଦିଲୁ ମହାରଣା,…

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା  ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ

- ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଲେ ନାଗରିକ - ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କଲେ ଡାକ୍ତର

ଭୁବନ ଏନ୍ ଏ ସି ତରଫରୁ ସ୍ୱଚ୍ଛତା ପକ୍ଷ ଶୁଭାରମ୍ଭ

ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛତା ପକ୍ଷ ୨.୦ ର ଶୁଭାରମ୍ଭ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର୍ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତ ସ୍ୱଚ୍ଛ ସାଥୀ,ସୁପର…

ବଜ୍ରପାତରେ ୧୩ ଗାଈଗୋରୁ ସମେତ ଜଣେ ଚାଷୀ ମୃତ

ଢେଙ୍କାନାଳ : ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବର୍ଷା ହେଉଥିବା ବେଳେ ହଠାତ୍ ବଜ୍ରପାତ ହୋଇ ୧୩ ଗାଈ ଗୋରୁ ମୃତ୍ୟୁବରଣ କରିଛନ୍ତି । ସେହିପରି ସଦର ବ୍ଲକ ସାଙ୍କୁଲେଇ ଗ୍ରାମରେ ବିଲରେ କାମ କରୁଥିବା ଚାଷୀ ଶରତ ବଶ୍ୱାଳ(୪୩)ଙ୍କର ମଧ୍ୟ ବଜ୍ରପାତରେ…

ମହିମାଗାଦି ରେ ଲାଗି ହେଲା ନବାନ୍ନ

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ ପର୍ବ । ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ। ନବାନ୍ନ ପାଇଁ ଯୋରନ୍ଦା ଗାଦି ହୋଇ ଉଠିଛି ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ…

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ : ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା…

ଅପୂର୍ବ ରଞ୍ଜନ ଭୁବନ ଏନ୍ ଏ ସି ର ନୂଆ ନିର୍ବାହୀ ଅଧିକାରୀ

ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ…