Take a fresh look at your lifestyle.

୧୯୭୧ ଭରତ ଓ ପାକିସ୍ତାନ ଯୁଦ୍ଧର ସହିଦ୍ ଓଡ଼ିଆ ଯବାନଙ୍କୁ ମିଳିଲା ସମ୍ମାନ

 ଢେଙ୍କାନାଳ: କଣ୍ଟାବଣିଆ ଥାନା ନିକଟସ୍ଥ ମଙ୍ଗଳପୁର ଗ୍ରାମରେ 'ଶହୀଦ୍ କୋ ଶତ୍ ଶତ୍ ନମନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ସାରା ଦେଶରେ'ଆଜାଦ୍ କି ଅମୃତ ମହୋତ୍ସବ' ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଦ୍ଵାରା ଶହୀଦମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ…

 ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦ ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଡୋର ଷ୍ଠେପ୍ ଶିକ୍ଷଣ କାର୍ଯ୍ୟ, ବାଲା…

ଦେଶ ପ୍ରେମ ବିଶ୍ୱାସର ଅବିଚ୍ଛେଦ୍ୟ ଅଙ୍ଗ : ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ

ଢେଙ୍କାନାଳ (ଅନସାର ଅଲୀ ଖାଁ) : ୭୩ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅହମ୍ମଦିଆ ମୁସଲିମ ଜମାତ ଭାରତ କହିଛି ଯେ ୨୬ ଜାନୁଆରୀର ଐତିହାସିକ ଦିନ ଭାରତର ପ୍ରଗତିର ମୂଳଦୁଆ ପକାଇଥାଏ। ଆଜି ଠାରୁ ୭୩ ବର୍ଷ ପୂର୍ବେ ଅର୍ଥାତ୍ ସ୍ୱାଧୀନତାର ଅଢେଇ ବର୍ଷ ପରେ ୧୯୫୦ ମସିହାରେ ଦେଶରେ…

ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ପଂଚାୟତ ସମିତି ଭୁବନ : ଭୁବନ ପଂଚାୟତ ସମିତି ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଡିଓ ଆଶୀର୍ବାଦ ପରିଡା ଜାତୀୟ ପତାକା ଉତୋଳନ କରି କରି କହିଥିଲେ ଯେ, ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ । ଭାରତ ଆଜି ସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ…

ଆପ୍ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟଠାରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଉଦୀୟମାନ ନାରୀ ନେତ୍ରୀ ତଥା ସମାଜସେବୀ ସ୍ନେହଲତା ମହାନ୍ତି ଏବଂ ଜିଲ୍ଲା ଆବାହକ ପଙ୍କଜ ନାୟକ ମିଳିତ ଭାବେ ଧ୍ବଜାରୋହଣ କରିଥିଲେ l ତାଛଡା କର୍ମୀ ମାନେ ଏକ…

ଢେଙ୍କାନାଳ କଲେଜ: ପରୀକ୍ଷା ନ କରିବା ଦାବୀ ରେ +2 ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ

ଢେଙ୍କାନାଳ: ଆଜି ଢେଙ୍କାନାଳ କଲେଜ ରେ +2 ଛାତ୍ର ଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜ ଗେଟ ଆଗରେ +2  ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି।  କରୋନା ପାଇଁ କାଲେଜ ବନ୍ଦ କରାଯାଇଛି, ସେଥିପାଇଁ ପରୀକ୍ଷା ନ କରିବା ପାଇଁ ତାଙ୍କର ଦାବୀ ରହିଛି  । ସେମାନେ ସଠିକ ଭାବରେ କୋର୍ସ ସାରିପାରି…

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା: ଆଜି ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ…

ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ: ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଢେଙ୍କାନାଳ ସାମାଜିକ ସୁରକ୍ଷା ପରିସର ଗୋବିନ୍ଦପୁର ଠାରେ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲ, ମୁଖ୍ୟ ବକ୍ତଭାବେ  ବିଭୂତି…

ହୀରା ମଣି ଦାସ ଙ୍କ ବିୟୋଗ: ରୁଦ୍ର ପାଣିଙ୍କ ଶୋକ

ଢେଙ୍କାନାଳ: ବିଜେପି ଯୁବ ମୋର୍ଚା ନଗର ମଣ୍ଡଳ ସଭାପତି  ସଂକଳ୍ପ ଦାସ ଙ୍କ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ  ହୋଇଯାଇଛି । ଆଜି  ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି  ସଭାପତି  ସଂକଳ୍ପ ଦାସ ଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।…

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଆଜି ବିକାଶପଥରେ ମାଡିଚାଲିଛି | ଏଥିପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ ରହିଛି | କୋଭିଡ ମହାମାରୀ ସମୟରେ ଜିଲ୍ଲା ଅନେକ ସମସ୍ୟା ମଧ୍ୟରେ ଗତି କରିଛି | ତେବେ ଅନ୍ୟ ଜିଲ୍ଲା ତୁଳନାରେ ଢେଙ୍କାନାଳ କୋଭିଡ ପରିଚାଳନାରେ ଉତ୍ତମ ପ୍ରଦର୍ଶନ କରିଛି ବୋଲି ୭୩ତମ…