ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ
କୋଣାର୍କ: କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ଘୋଷଣା କରିଛି । ଏହି ଖବର ଓଡିଶା ତଥ। ଓଡିଶା ବାହାରର ରେଡିଓ ପ୍ରେମୀ ଓ ଶ୍ରୋତାମାନଙ୍କ ମଧ୍ୟରେ ଖୁସି ଭରିଦେଇଛି ।…