Take a fresh look at your lifestyle.
Monthly Archives

May 2023

ଜ୍ୟୋତିର୍ମୟୀ ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଗଁଦିଆ : ଗଁଦିଆ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ସମିଳନୀକକ୍ଷରେ ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ଜ୍ୟୋତିର୍ମୟୀ ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଜିଲା ସହ ଶିକ୍ଷାଧିକାରିଣୀ ତଥା ଗୋଷ୍ଠୀ ଶିକ୍ଷାଧିଟ୍ଟାରିଣୀ ଗାଁଦିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି I ମୁଖ୍ଯ ଅତିଥିଭାବରେ ଜିଲାପରିଷଦ…

ଗ୍ରୀଷ୍ମ ଅବକାଶରେ ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ଅଭିନବ ପଦକ୍ଷେପ; ଜିଲ୍ଲା ପ୍ରଶାସନପକ୍ଷରୁ ଜାରିହେଲା ଟୋଲ ଫ୍ରିନମ୍ବର

ଢେଙ୍କାନାଳ :ଗ୍ରୀଷ୍ମ ଅବକାଶରେପ୍ରଥମରୁ ଦଶମଶ୍ରେଣୀପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କ ପାଠପଢାକୁଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷ୍ୟା ବିଭାଗ ତରଫରୁ ଅବସରକାଳୀନ ଗୃହ କାର୍ଯ୍ୟ ଆରମ୍ଭ କରାଯାଇଛି I ଛାତ୍ରଛାତ୍ରୀଙ୍କ ଗୃହକାର୍ଯ୍ୟସମ୍ଭଦ୍ଧିତ ସମସ୍ୟାର ସମାଧାନ କରିବା ପାଇଁ ସମଗ୍ର…

ଗଂଜେଇ ମାଫିଆ ସମେତ ୨ ଅଟକ

ଭୁବନ: ଗଂଜେଇ ବ୍ୟବସାୟ ରେ ପୂର୍ବରୁ ଆଠ ମାସ ଜେଲରେ ରହିଆସିଥିବା ଜଣେ ବ୍ୟକ୍ତିଙ୍କୁ ସୋମବାର ଅପରାହ୍ନରେ ୨ କୁଇଣ୍ଟାଲରୁ ଉର୍ଦ୍ଧ ଯାହାକି ନଅଟି ଜରି ବସ୍ତାରେ ଯାହାର ଆନୁମାନିକ ବଜାର ଦର ଦଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପ୍ରାଥୀମିକ ଅକଳନ ରୁ ଜଣାଯାଇଛି | ପୋଲିସ ଓ ଅବକାରୀ ର ମିଳିତ…

ବଣିଆପଡାରେ ରେ ଗଁଦିଆ ସ୍ମୃତି ସଂସଦ ଓ ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ମିଳିତ ଆନୁକୂଲ୍ୟରେ ସ୍ମୃତି ଚାରଣ ସଭା

ଢେଙ୍କାନାଳ : ଗଁଦିଆ ବ୍ଳକ ଅନ୍ତର୍ଗତ ବଣିଆ ପଡାଗ୍ରାମ ରାଜସ୍ବ ଗ୍ରାମରେ ଗଁଦିଆ ସ୍ମୃତି ସଂସଦ ଓ ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ପକ୍ଷରୁ ମହିୟସୀ ମହିଳା ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ସଭାପତି ବୁଦ୍ଧଦେବ ପ୍ରଧାନ ଓ ଗଁଦିଆ ସ୍ମୃତି ସଂସଦ…

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ

ଢେଙ୍କାନାଳ  : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଅଦ୍ୟ ଭାଗିରଥୀ ସାଗରଠାରେ ପୂଜା ଅର୍ଚନା ପରେ ୧୦୮ ମହିଳାମାନେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା…