Take a fresh look at your lifestyle.

ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ରେ ଅବସ୍ଥିତ ଅପହଞ୍ଚ ଭାବେ ପରିଚିତ କଙ୍କଡାହାଡ଼ ବ୍ଲକର ନଗଡା କୁହା ଯାଉଥିବା ଏକୁଲ ଗ୍ରାମ ।ଏକୁଲ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ,କୋଟ, ପୁଟିପାଳ ଗ୍ରାମର ୧୦୦ ପରିବାର ବସବାସ କରିଥାନ୍ତି ।ଏକୁଲ…

ଇନିଷ୍ଟାଗ୍ରାମ ରିଇଲ୍ସ

ବାପା ବାପା ବୋଲି ପାଖ ଛାଡୁ ନାହିଁ ଝିଅ ଆଇ ଫୋନ୍ କିଣିବ କହୁଛି ଇନିଷ୍ଟାଗ୍ରାମେ ରିଇଲ୍ସ କରିକି ବଡ଼ ୟୁଜର୍ ସପନ ଦେଖୁଛି। (୧) ପାଠ ଶାଠ କିବା ତାର ହେଉଛି ଫାଜିଲ ହୋଇକି ସାଙ୍ଗ ସାଥି ମେଳେ ଦିନ ରାତି ରିଇଲ୍ସ କରୁଛି।(୨) ବାପା ଙ୍କ କଥାରେ ହଁ ଭରି ସିଏ ତେଜପୂତ୍ରୀ ହେବ କହୁଛି…

ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ଶିବିର

ଢେଙ୍କାନାଳ: ଢେଙ୍କାନାଳ ସଦର  ବ୍ଲକ  ଧୀରପଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଷାପଡା ଗ୍ରାମରେ ଢେଙ୍କାନାଳ ଜନ ଶିକ୍ଷଣ ସଂସ୍ଥାନ ତରଫରୁ  କୋଭିଡ-୧୯ ର ୪ର୍ଥ ଲହର ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧୀରପଟଣା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ କୁମାର…

କୁଳାଙ୍ଗାର ପୁଅ

କିରାଣୀ ଚାକିରି ଟେ କରିଥିଲି ବୋଲି ଏବେ ବସିକି ପେନସନ ପାଉଛି ସେହି ପେନସନ ଗଣ୍ଡାକେ ପରିବାର ମୋ ଚଳୁଛି।(୧) ପୁଅ ମୋର ବୁଲେଟ ଚଢିକି ବେକାର ହୋଇକି ବୁଲୁଛି ଲଭ ମ୍ୟାରେଜ କରି ସେ ସ୍ତ୍ରୀ ଆଣି ଘରେ ରଖିଛି। ପେନସନ ଟଙ୍କାରେ ସ୍ତ୍ରୀ କୁ ସେ ସପିଙ୍ଗ କରେଇ ନେଉଛି।(୨) ବରବାଦ କରି ଅଧା…

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ ଲେକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ ବେଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଭୁବନେଶ୍ବର ପାନ୍ଥ ନିବାସ ଠାରେ ଅନୁଷ୍ଠିତ ବୈଠକରେ ଗୃହିତ 7…

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପରଜଙ୍ଗ ବିଜେପି ର ପୂଜାର୍ଚନା

କଙ୍କଡାହାଡ଼ (ଟୁକୁନ ବିଶ୍ୱାଳ): ଓଡ଼ିଶାର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି । ଆଗାମୀ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ…

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

କଙ୍କଡାହାଡ଼ (ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ(ବେନୁ)(୫୨) । ବୋହୂ ଯଶୋଦା ପ୍ରଧାନ(୨୫) ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ…

ବିଶ୍ଵ ସାପ ଦିବସ ପାଳିତ

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ଜିଲ୍ଲା ର ଜିବ ଜନ୍ତୁ ର କଲ୍ୟାଣ ଓ ଥାଇ ଥାନ ସଂଗଠନ(ଆୱ । ଡ) ପକ୍ଷରୁ ବିଶ୍ଵ ସାପ ଦିବସ ପାଳିତ ହୋଇ ଯାଇଛି । ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରାଯାଇ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା ଓ ପରେ ଦିପ ପ୍ରଜ୍ବଳନ କରି ଉଦ୍ ଘାଟନ…

ଅଧାରେ ଅଟକିଲା ଶହ ଶହ ଗାଡି

ଢେଙ୍କାନାଳ : ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତାର କାଇମାଟି ଠାରେ ଥବା ଅଜୟ କିଶାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଯୋଗୁ ଶନିବାର ଶହ ଶହ ଗାଡି ଅଧାରେ ଅଟକିଛି , ଫଳରେ ଚାଳକ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି । ଗାଡି ରେ ତେଲ ପକାଇ କିଛି ବାଟ ଗଲା ପରେ ଗାଡିରୁ କଳାଧୁଆଁ…

ହୋଣ୍ଡା ଆକ୍ଟିଭା ଡିକି ଭାଙ୍ଗି ୫୦ ହଜାର ଲୁଟ

ଭୁବନ: ଭୁବନ ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଅପରାଧି ମାନଙ୍କର ନିଦ ହଜାଇ ଦେଇଥିବାବେଳେ ଆଜି ଅପରାଧି ମାନେ ଏକ ଲୁଟ ଘଟଣା ଘଟାଇ ନୂଆ ଥନାଧିକାରୀଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରାମର ନମିତା…