Take a fresh look at your lifestyle.

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ଉତ୍କଳ ସର୍ବୋଦୟ ମଣ୍ଡଳ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଲୋହିଆ ଏକାଡେମୀ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଇନସାଫ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ। ଉତ୍କଳ ସର୍ବୋଦୟ…

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

ଭୁବନ : ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରାଯିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ୍ କ୍ୟାଡ଼ର ଶିକ୍ଷକ,କ୍ରୀଡା…

ଲଗାଣ ବର୍ଷା ରେ କାନ୍ଥ ପଡି ୪ ବର୍ଷର ନାବାଳକ ମୃତ

ଭୁବନ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡ଼ି ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗରୁଡବନ୍ଧି ଗ୍ରାମ ର ପିଣ୍ଟୁ ନାଏକ ଙ୍କ ଚାରି ବର୍ଷର ପୁତ୍ର ନନ୍ଦୁ ନାଏକ ଘର…

ପିତାମାତାଙ୍କ ସହଭାଗିତା ବୈଠକ

ଢେଙ୍କାନାଳ : ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ…

ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସହରସ୍ଥ ମୁ୍ୟନିସିପାଲିଟି ଅଡିଟରିୟମ ଠାରେ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାପତି…

ପର୍ବତରାଣୀ ବିଭାରାଣୀ ଙ୍କୁ ଇନର ହୁଇଲ କ୍ଲବ ଅଫ ଢେଙ୍କାନାଳ ତରଫରୁ ସହାୟତା

ଢେଙ୍କାନାଳ: ସ୍ଥାନୀୟ ଅର୍ କେ ରେଜେନ୍ସୀ ର ସଭା ଗୃହ ରେ ସେପ୍େଟମ୍ବର ମାସ ୧୨ ତାରିଖ ଦିନ ଇନର୍ ହୁଇଲ୍ କ୍ଲବ୍ ଅଫ ଢେଙ୍କାନାଳ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।ପ୍ରକାଶ ଥାଉ କି ଆସନ୍ତା ସେପ୍େଟମ୍ବର ମାସ ୧୪ ତାରିଖ ଦିନ ବିଭାରାଣୀ ପାତ୍ର ଆଫ୍ରିକା ର କିଲିମଞ୍ଜର…

ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ

ଢେଙ୍କାନାଳ : ମୋ-ଦଳର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ନବୀନ ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ନବୀନ…

ଆସୁଛି ୨ ବଡ ଲଘୁଚାପ!

ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଆସୁଛି ବଡ ଲଘୁଚାପ । ଗୋଟିଏ ନୁହେଁ ଦୁଇ ଦୁଇଟି ଲଘୁଚାପ! ରାଜ୍ୟରେ ଲାଗି ରହିବ ତୁହାକୁ ତୁହା ବର୍ଷା। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାକୁ…

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

ଢେଙ୍କାନାଳ : ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ…

ରାଧାକୃଷ୍ଣ ବଜାରର ଗଣେଶ ପୂଜା ନିମନ୍ତେ ମାଟି ଅନୁକୂଳ

ଢେଙ୍କାନାଳ: ଚଳିତ ବର୍ଷ ୨୦୨୩ ନିମନ୍ତେ ରାଧାକୃଷ୍ଣ ବଜାର ଢେଙ୍କାନାଳ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ତରଫରୁ ଶ୍ରୀ ଗଣେଶଙ୍କର ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ ହେତୁ ମାଟି ସଂଗ୍ରହ ନିମନ୍ତେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ରାଧାକୃଷ୍ଣ ବଜାରରୁ ଆରମ୍ଭ ହୋଇ…