Take a fresh look at your lifestyle.

ଲଗାଣ ବର୍ଷା ରେ କାନ୍ଥ ପଡି ୪ ବର୍ଷର ନାବାଳକ ମୃତ

ଭୁବନ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡ଼ି ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗରୁଡବନ୍ଧି ଗ୍ରାମ ର ପିଣ୍ଟୁ ନାଏକ ଙ୍କ ଚାରି ବର୍ଷର ପୁତ୍ର ନନ୍ଦୁ ନାଏକ ଘର…

ପିତାମାତାଙ୍କ ସହଭାଗିତା ବୈଠକ

ଢେଙ୍କାନାଳ : ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ…

ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସହରସ୍ଥ ମୁ୍ୟନିସିପାଲିଟି ଅଡିଟରିୟମ ଠାରେ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାପତି…

ପର୍ବତରାଣୀ ବିଭାରାଣୀ ଙ୍କୁ ଇନର ହୁଇଲ କ୍ଲବ ଅଫ ଢେଙ୍କାନାଳ ତରଫରୁ ସହାୟତା

ଢେଙ୍କାନାଳ: ସ୍ଥାନୀୟ ଅର୍ କେ ରେଜେନ୍ସୀ ର ସଭା ଗୃହ ରେ ସେପ୍େଟମ୍ବର ମାସ ୧୨ ତାରିଖ ଦିନ ଇନର୍ ହୁଇଲ୍ କ୍ଲବ୍ ଅଫ ଢେଙ୍କାନାଳ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।ପ୍ରକାଶ ଥାଉ କି ଆସନ୍ତା ସେପ୍େଟମ୍ବର ମାସ ୧୪ ତାରିଖ ଦିନ ବିଭାରାଣୀ ପାତ୍ର ଆଫ୍ରିକା ର କିଲିମଞ୍ଜର…

ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ

ଢେଙ୍କାନାଳ : ମୋ-ଦଳର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ନବୀନ ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ନବୀନ…

ଆସୁଛି ୨ ବଡ ଲଘୁଚାପ!

ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଆସୁଛି ବଡ ଲଘୁଚାପ । ଗୋଟିଏ ନୁହେଁ ଦୁଇ ଦୁଇଟି ଲଘୁଚାପ! ରାଜ୍ୟରେ ଲାଗି ରହିବ ତୁହାକୁ ତୁହା ବର୍ଷା। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାକୁ…

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

ଢେଙ୍କାନାଳ : ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ…

ରାଧାକୃଷ୍ଣ ବଜାରର ଗଣେଶ ପୂଜା ନିମନ୍ତେ ମାଟି ଅନୁକୂଳ

ଢେଙ୍କାନାଳ: ଚଳିତ ବର୍ଷ ୨୦୨୩ ନିମନ୍ତେ ରାଧାକୃଷ୍ଣ ବଜାର ଢେଙ୍କାନାଳ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ତରଫରୁ ଶ୍ରୀ ଗଣେଶଙ୍କର ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ ହେତୁ ମାଟି ସଂଗ୍ରହ ନିମନ୍ତେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ରାଧାକୃଷ୍ଣ ବଜାରରୁ ଆରମ୍ଭ ହୋଇ…

ବି.ବି.ହାଇସ୍କୁଲରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ: ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶାନାମା ଅନୁସାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାକ୍ତନ ଓ ବର୍ତମାନର ଛାତ୍ରୀ -ଛାତ୍ର, ଅଭିଭାବକ - ଅଭିଭାବିକା ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା - ସଦସ୍ୟ, ଶିକ୍ଷୟିତ୍ରୀ - ଶିକ୍ଷକ,ପ୍ରଧାନ…

ମିଶନ୍ ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ

ଢେଙ୍କାନାଳ : ସଦର ବ୍ଲକ ନାଗିଆପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାହିମାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଟୀକାକରଣ ନିମନ୍ତେ ମିଶନ୍ ଇନ୍ଦ୍ରଧନୁଷ୍ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା…