Take a fresh look at your lifestyle.

ଦୋଳମଣ୍ଡପ ସାହିରେ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା

ଢେଙ୍କାନାଳ: ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି । ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ । ବାଳୁକା ପୂଜା ସହିତ ମା'ଙ୍କ ପୂଜା ହୋଇଥିଲା । ସନ୍ଧ୍ୟା ରେ ଆଳତି କରିଥିଲେ । ଝୁଣା, ଦୀପ…

ମିଲେଟ୍ ମିଶନ ପକ୍ଷରୁ ଜୋନାଲ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଦୀନବନ୍ଧୁପୁର ଅଞ୍ଚଳ ଉଚ୍ଚ ବିଦ୍ୟାଳୟଠାରେ ଜୋନାଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶା ମିଲେଟ୍ ମିଶନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଘଟିପିରି ଉଚ୍ଚ ବିଦ୍ୟାଳୟ, ଜେନାମଣି ଉଚ୍ଚ ବିଦ୍ୟାଳୟ, ଦିବ୍ୟଜ୍ୟୋତି ଉଚ୍ଚ…

ମାଣ୍ଡପା ସାହିରେ ବୋଇତ ବନ୍ଦାଣ

ଢେଙ୍କାନାଳ : ଢେଙ୍କାନାଳ ପଦ୍ମ ବଜାର ସ୍ଥିତ ମାଣ୍ଡପା ସାହି ମା' ଜଗତଜନନୀ ଖୁଦୁରୁକୁଣୀ ଓଷା ଉପଲକ୍ଷେ ସାହିର ଟିକି ଟିକି କୁନି ପିଲାଙ୍କୁ ନେଇ ପୂର୍ବ ପୁରୁଷଙ୍କର ସ୍ମୃତି କୁ ନେଇ ସାଧବମାନଙ୍କ ଏକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରିଥିଲୁ । ଯେମିତି କି ପୁର୍ବଜମାନେ ବୋଇତ ନେଇ ବାଣିଜ୍ୟ…

ମେରାମଣ୍ଡଳୀ କଲୋନୀ ସାହିରେ ରୁଙ୍ଗଟା କମ୍ପାନୀ ପ୍ରାୟୋଜିତ

ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅଧିନସ୍ଥ ମେରାମଣ୍ଡଳୀ ଗ୍ରାମପଞ୍ଚାୟତର ମେରାମଣ୍ଡଳୀ କଲୋନୀ ଏସ୍.ସି ସାହିରେ ରୁଙ୍ଗଟା ମାଇନ୍ସ କମ୍ପାନୀ ପ୍ରାୟୋଜିତ ଅତ୍ୟାଚାର ବନ୍ଦ କରି ତୁରନ୍ତ ଜମିହରା ଏସ୍.ସି. (ପାଣ) ଲୋକମାନଙ୍କୁ ରୁଙ୍ଗଟା କମ୍ପାନୀର ପ୍ରତିଶୃତି ମୁତାବକ ନିଯୁକ୍ତି ଦେଇ ସମସ୍ତ ମିଥ୍ୟା…

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶାରଦୀୟ ସାହିତ୍ୟ ସମାରୋହ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ଅପରାହ୍ନରେ ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅାୟୋଜିତ ଏହି…

ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ

ବ୍ରହ୍ମପୁର: ଜାତୀୟକରଣ ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିବା ବାହ୍ୟଠିକା କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ନ ଦେଇ ନିଯୁକ୍ତି ଦେଇଥିବା ଏଜେନ୍ସି ବର୍ଷ ବର୍ଷ ଧରି ଶୋଷଣ କରାଯାଉଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଉଦବେଗ ପ୍ରକାଶ କରିବା ସହ…

ଐତିହାସିକ ବଳଦ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନ ୨୪.୯- ଭୁବନ ରେ ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା ନିମନ୍ତେ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଳଦ ଯାତ୍ରା ଶାନ୍ତି କମିଟି ଆବାହକ ବିଶ୍ଵନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ…

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

ଢେଙ୍କାନାଳ,୨୪ା୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ଉଭୟ ହାତୀ ମୃତୁ୍ୟ ଏବଂ ମଣିଷ ମୃତୁ୍ୟ ସଂଖ୍ୟାକୁ ହ୍ରାସ ଦିଗରେ ଏକ ସଚେତନତା…

ଢେଙ୍କାନାଳରେ ଓଡ଼ିଆ ସ୍ଵାକ୍ଷର ସଂକଳ୍ପ ଦିବସ -୨୦୨୩ ପାଳିତ

ଢେଙ୍କାନାଳ : ନୀଳଶୈଳ ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ଦେଶ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ ।ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ…

ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟନ

ଭୁବନ ୨୪.୯- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ…