Take a fresh look at your lifestyle.

ଦିଲ୍ଲୀରେ ମନ ମୋହିଲା କୋଣାର୍କ ନାଟ୍ୟ ମଣ୍ଡପର ଗୋଟିପୁଅ ନୃତ୍ୟ

କୋଣାର୍କ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆନୁକୁଲ୍ୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଆୟୋଜିତ "ଆଜାଦି କା ଅମୃତ ମହୋତ୍ସବ" ରବିବାର ସଂଧ୍ୟାରେ ଦିଲ୍ଲୀର ପୁରାନା କିଲ୍ଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାରେ ଅତିଥି ଭାବେ ଭାରତ…

ପୌର ନିର୍ବାଚନ : କୋଣାର୍କ ଏନଏସିରେ ନିର୍ବାଚନୀ ଉଷ୍ମତା

କୋଣାର୍କ:  ପଞ୍ଚାୟତ ନିର୍ବାଚନ ସରିବା ପରେ ବାଜିଛି ପୌର ନିର୍ବାଚନ ବିଗୁଲ୍ ।  ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ କମିସନଙ୍କ ପକ୍ଷରୁ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…

ଭୋଜଦେଇପୁର ରେ ଗାଁ ପାଇଁ ଦିନଟିଏ ଅଭିଯାନ

ଢେଙ୍କାନାଳ: ଭୋଜଦେଇପୁର ଅଞ୍ଚଳର ଆରାଧ୍ଯ୍ୟ ପ୍ରଭୁ ଭୋଳେଶ୍ବର ମହାଦେବଙ୍କ ମନ୍ଦିର ପରିସର ଢେଙ୍କାନାଳ ଜିଲ୍ଲାର ଉତ୍ସାହି ବ୍ୟକ୍ତି ତଥା ଗାଁ କୁ ଭଲପାଉ ଥିବା ବ୍ୟକ୍ତିମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗାଁ ପାଇଁ ଦିନଟିଏ ଅଭିଯାନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା…

ଇକୋ ରିଟ୍ରିଟରେ ମାଇଁ ସିଟି ଲିଙ୍କ କର୍ପୋରେଟର  ଆଇକନ ଆୱାର୍ଡ : ୧୦  ସମ୍ବର୍ଦ୍ଧିତ 

କୋଣାର୍କ: ଶନିବାର କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ "ମାଇଁ ସିଟି ଲିଙ୍କ କରପୋରେର୍ଟେ ଆଇକନ ଆୱାର୍ଡ" ର ତୃତୀୟ ସଂସ୍କରଣ  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍‌ ଏବଂ ଫ୍ଯାସନ୍‌ ଜଗତର  ଚିନ୍ତକ, ଉଦ୍ଭାବକ ଏବଂ…

ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ,୩୪ୟୁନିଟ ରକ୍ତ ସଂଗ୍ରହ

କୋଣାର୍କ :କୋଣାର୍କର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସେବା ସଙ୍ଗଠନ କୋଣାର୍କ’ ପକ୍ଷରୁ ଆଜି ୨୭.୦୨.୨୦୨୧ରିଖ (ରବିବାର) ପୂର୍ବାହ୍ନ ୧୦ଘଟିକା ସମୟରେ କୋଣାର୍କ ସ୍ଥିତ କୋଣାର୍କ ଶୋଭନୀୟ ଶୀକ୍ଷା ଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ…

ରୁଷ ଏବଂ ୟୁକ୍ରେନ ସଙ୍କଟ ବିଷୟରେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ବିଶ୍ଵ ପ୍ରମୁଖଙ୍କର ସତର୍କବାର୍ତା

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) -ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଏକ ପ୍ରେସ ବିବୃତିରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସୂଚିତ କରାଇ ଆସୁଛି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା…

ଭୁବନ ରେ ଭୋଟ ଗଣତି ଆଜି : ଅଧ୍ୟକ୍ଷା ଆସନ କୁ ନେଇ ଚର୍ଚ୍ଚା

ଭୁବନ : ଭୁବନ ବ୍ଲକରେ ଗତ ୨୨ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି । ଚଳିତ ଥର ୭୯.୮୯ ପ୍ରତିଶତ ମତଦାନ ହୋଇଛି । ବାଲାଟ ବକ୍ସ ଗୁଡିକୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର (ଷ୍ଟ୍ରଙ୍ଗରୁମ)ଠାରେ କଡା ସୁରକ୍ଷାରେ ରଖାଯାଇଛି । ଆଜି ପ୍ରଥମେ ୧…

ରାଜୀବ ଲୋଚନ ବେହେରା ଭୁବନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ

ଭୁବନ : ଭୁବନ ତହସିଲ କାର୍ଯ୍ୟାଳୟରେ ରାଜୀବ ଲୋଚନ ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଶ୍ରୀ ବେହେରା ୨୦୦୬ ମସିହାରେ କଟକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ…

ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଡାକ୍ତରୀ ଛାତ୍ର

ଢେଙ୍କାନାଳ: ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି।ତିନିମାସ ତଳେ ଏମବିବିଏସ ପାଠ ପଢିବା ପାଇଁ ଢେଙ୍କାନାଳରୁ ଯାଇଥିଲେ। ୨୦ବର୍ଷୀୟ ସୁପ୍ରୀତ ସ୍ୱାଇଁ…

କାଳବୈଶାଖୀ: ୧୦ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୫ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି…