ବାଜି ରାଉତ ସ୍ମାରକ ଡାକ ଟିକେଟ ଦାବି ଲୋକସଭାରେ ପ୍ରସଙ୍ଗ ଉଠାଇଲେ ରୁଦ୍ର ପାଣି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅମର ଶହୀଦ ବାଜି ରାଉତଙ୍କ ଶତତମ ଜନ୍ମଜୟନ୍ତୀ ଅବସରରେ ସ୍ମାରକ ଡାକ ଟିକେଟ ପ୍ରକାଶ କରିବା ଦାବି ଲୋକସଭାରେ ଉଠିଛି। ଶୁକ୍ରବାର ନିୟମ-୩୭୭ ଅନୁଯାୟୀ ଭାଜପା ସାଂସଦ ରୁଦ୍ର ନାରାୟଣ ପାଣି ଏହି ପ୍ରସଙ୍ଗ ଉଠାଇଥିଲେ।
ସାଂସଦ ପାଣି କହିଥିଲେ, ୧୯୨୬ ଅକ୍ଟୋବର…