Take a fresh look at your lifestyle.
Yearly Archives

2025

ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଅପରାହ୍ନ ୪ରେ ଢେଙ୍କାନାଳ ରେ ମକଡ୍ରିଲ

ଢେଙ୍କାନାଳ: ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଢେଙ୍କାନାଳ ରେ ମକଡ୍ରିଲ ହେବ l ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ l ଏହି ପ୍ରରିପ୍ରେକ୍ଷୀରେ  ସମ୍ଭାବ୍ୟ ଯୁଦ୍ଧ ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ…

ଜଳସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ମହିଳା

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୧୩ନଂ ୱାର୍ଡ କାଞ୍ଚନ ବଜାରରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ଜଳ ପରିମଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଘେରାଉ କରିଛନ୍ତି । ଏହି ବସ୍ତିରେ ପ୍ରାୟ ୨୦ ଘରରୁ ଅଧିକ ପରିବାର ରହୁଛନ୍ତି । ନିୟମିତ ଜଳ ଯୋଗଣ ହେଉ ନଥିବାରୁ ଲୋକ ମାନେ ପାଣି ପାଇଁ…

ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ଆମ୍ ଆଦମୀ ପାର୍ଟିର ନନ୍ଦା

ଢେଙ୍କାନାଳ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ…

ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ

ଢେଙ୍କାନାଳ : ପିସିସି ସଭାପତି  ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଚାଲିଥିବା "ସମ୍ବିଧାନ ବଂଚାଅ' ପଦଯାତ୍ରାରେ ସାମିଲ ହୋଇଥିଲେ  । ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଜିଲ୍ଲାର ଗୈାରବ  ବୀର ସହିଦ ବାଜି ରାଉତଙ୍କ…