ଗଣେଶ ବଜାର ପକ୍ଷରୁ ମାଣବସା ଗୁରୁବାର ମହୋତ୍ସବ
ଢେଙ୍କାନାଳ,୪ା୧୨: ଢେଙ୍କାନାଳ ସହରର ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ ଗଣେଶ ବଜାର ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମାଣବସା ଗୁରୁବାର ମହୋତ୍ସବ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଗୁରୁବାର ମହୋତ୍ସବ ୭୫ ବର୍ଷରେ ପହଂଚି ଥିବାରୁ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସନ୍ଧ୍ୟାର କାଯ୍ୟକ୍ରମ…