ବିଜୁ ଯୁବ ଜନତା ଦଳର ଏନ୍.ଏ.ସି ଓ ମୁନିସିପାଲିଟି ର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା
ଢେଙ୍କାନାଳ: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲାର ୪ ଗୋଟି ଏନ୍.ଏ.ସି ଓ ମୁନିସିପାଲିଟି ରେ ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି ।…