ମଠକରଗୋଳା ମହାବିଦ୍ୟାଳୟରେ “ହର ଘର ତ୍ରିରଙ୍ଗା ” ସଚେତନତା କାର୍ଯକ୍ରମ
କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଠକରଗୋଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ"ହର୍ ଘର୍ ତିରଙ୍ଗା" କାର୍ଯକ୍ରମ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଓ ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ…