Take a fresh look at your lifestyle.
Monthly Archives

May 2025

ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ସ୍ମୃତି ଚାରଣ ସଭା

ଗଁଦିଆ : ସନ୍ଥଶ୍ରୀକ୍ଷେତ୍ର ସନ୍ଥପୁର ର ସ୍ନାନ ମଣ୍ଡପରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ସ୍ମୃତି ଚାରଣ ସଭା ସନ୍ଥପୁର ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ, ସନ୍ଥପୁର ଗ୍ରାମ ସଂଗଠନ ର ପ୍ରାକ୍ତନ ସଭାପତି, ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ…

ଜିଲ୍ଲାପାଳ ଙ୍କ ବଦଳି ନେଇ ମନ୍ତ୍ରୀ, ସାଂସଦ ଅଡ଼ି ବସିବା ଚର୍ଚ୍ଚା 

ଢେଙ୍କାନାଳ (ମଦନ ମୋହନ ଶତପଥି ):ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ବଦଳି ପାଇଁ ମନ୍ତ୍ରୀ, ସାଂସଦ ରାଜ୍ୟ ସରକାର ଙ୍କ ନିକଟରେ ଅଡ଼ି ବସିବା ନେଇ ଢେଙ୍କାନାଳ ରେ ଚର୍ଚ୍ଚା ଜୋର ଧରିଛି |ଦୁଇ ରୁ ପାଞ୍ଚ ଦିନ ଭିତରେ ଏ ନେଇ ନିର୍ଦେଶ ଆସିପାରେ ବୋଲି କିଛି ଲୋକ କହି…

ଠକେଇ, ଦ୍ୱିତୀୟ ବିବାହ:ଅଭିଯୁକ୍ତ ସ୍ୱାମୀକୁ ୭ବର୍ଷ କାରାଦଣ୍ଡାଦେଶ

ଢେଙ୍କାନାଳ  : ଢେଙ୍କାନାଳ ଅତିରିକ୍ତ ଦୌରାଜଜ୍ (ମହିଳା ଅଦାଲତ) ଶୁକ୍ରବାର ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ ଅଭିଯୁକ୍ତକୁ ୭ବର୍ଷ କରାଦଣ୍ଡାଦେଶ, ୫୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୯ମାସ ଜେଲ୍ ଦଣ୍ଡାଦେଶ ପ୍ରଦାନ…

କପିଳାସ ମନ୍ଦିର ପ୍ରତିଷ୍ଠା ସମାରୋହ ୧୦ରେ

ଢେଙ୍କାନାଳ(ରାଜକିଶୋର ରାଉତ ): କପିଳାସ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତା ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଐତିହ୍ୟପୂର୍ଣ୍ଣ ମନ୍ଦିରଟି ୧୨୪୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାଜା ନରସିଂହ ଦେଓ ବା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ । ଏହି ଦିନକୁ…

ପେଟ୍ରୋଲ ପମ୍ପରେ ଠକେଇ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ଦୀପକ

ଢେଙ୍କାନାଳ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ସହରର ସିମିଳିଆ ଓଭରବ୍ରିଜ ରାମେଶ୍ୱରପୁର ପେଟ୍ରୋଲ ପମ୍ପ ନାଁରେ ଠକେଇ ଅଭିଯୋଗଆଣିଛନ୍ତି ଗ୍ରାହକ ଦୀପକ ରଞ୍ଜନ ମିଶ୍ର ।  ଠକେଇ ଘଟଣାକୁ 4 ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦୀପକ ଉପ ଜିଲାପାଳ ବିବୁଧ ଗଡ଼ନାୟକ ଙ୍କୁ…

ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଅପରାହ୍ନ ୪ରେ ଢେଙ୍କାନାଳ ରେ ମକଡ୍ରିଲ

ଢେଙ୍କାନାଳ: ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଢେଙ୍କାନାଳ ରେ ମକଡ୍ରିଲ ହେବ l ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ l ଏହି ପ୍ରରିପ୍ରେକ୍ଷୀରେ  ସମ୍ଭାବ୍ୟ ଯୁଦ୍ଧ ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ…

ଜଳସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ମହିଳା

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୧୩ନଂ ୱାର୍ଡ କାଞ୍ଚନ ବଜାରରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ଜଳ ପରିମଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଘେରାଉ କରିଛନ୍ତି । ଏହି ବସ୍ତିରେ ପ୍ରାୟ ୨୦ ଘରରୁ ଅଧିକ ପରିବାର ରହୁଛନ୍ତି । ନିୟମିତ ଜଳ ଯୋଗଣ ହେଉ ନଥିବାରୁ ଲୋକ ମାନେ ପାଣି ପାଇଁ…

ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ଆମ୍ ଆଦମୀ ପାର୍ଟିର ନନ୍ଦା

ଢେଙ୍କାନାଳ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ…

ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ

ଢେଙ୍କାନାଳ : ପିସିସି ସଭାପତି  ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଚାଲିଥିବା "ସମ୍ବିଧାନ ବଂଚାଅ' ପଦଯାତ୍ରାରେ ସାମିଲ ହୋଇଥିଲେ  । ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଜିଲ୍ଲାର ଗୈାରବ  ବୀର ସହିଦ ବାଜି ରାଉତଙ୍କ…