Take a fresh look at your lifestyle.
Monthly Archives

May 2025

ଅହମଦିୟା ମୁସଲିମ ସମୁଦାୟ ପକ୍ଷରୁ ୧୧୭ତମ ଖିଲାଫତ ଦିବସ ଉଦ୍‌ଯାପିତ

ଢେଙ୍କାନାଳ: ସମସ୍ତ ଜଗତରେ ଶାନ୍ତି, ଭାତୃଭାବ ଓ ମାନବତାର ପ୍ରତିକ ଭାବରେ ଗଣାଯାଉଥିବା ଅହମଦିୟା ଖିଲାଫତର ୧୧୭ତମ ବାର୍ଷିକୀ ଅବସରରେ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଭାବଗମ୍ଭୀର ଧର୍ମ ସଭା ଅନୁଷ୍ଠିତ ହୋଇଗଲା। ୨୭ ମଇ ସନ୍ଧ୍ୟା ସମୟରେ ଆୟୋଜିତ ଏହି ଧର୍ମୀୟ…

ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ

ଢେଙ୍କାନାଳ (ପୂର୍ଣଚନ୍ଦ୍ର ସାହୁ): ଓଡିଶା ର 30 ଟି ଜିଲା ର ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଭାଗବାନ ପୁର୍ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନବମ ଦିନରେ ପ୍ରଶିକ୍ଷଣର ଭାଗ ନେଇଥିବା ଶତାଧିକ କାର୍ଯ୍ୟକର୍ତ୍ତା ବାବା ଚନ୍ଦ୍ର ଶେଖର ଙ୍କ ଦର୍ଶନ ଓ…

ରାଣୀ ଅହଲ୍ୟାବାଇଙ୍କ ଜୟନ୍ତୀ ପାଳନ

ଢେଙ୍କାନାଳ(ଜ୍ଞାନରଞ୍ଜନ ଶତପଥି):  ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ…

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ,୬୦ହଜାର ଟଙ୍କା ଜବତ

ଢେଙ୍କାନାଳ(ରାଜକିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ବେହେରାଙ୍କୁ ୬୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ନେବାପାଇଁ ସହଯୋଗୀ ଥିବା ବିଷ୍ଣୁବହ୍ଲବ ଖଟୁଆ ମଧ୍ୟ ଭିଜିଲାନ୍ସ…

ଭାଇଚାରା, ପରମ୍ପରା ଓ କଳା ସଂସ୍କୃତ ଢେଙ୍କାନାଳର ପରିଚୟ

ଢେଙ୍କାଳାଳ (ଦୀପକ ମିଶ୍ର ): ଢେଙ୍କାନାଳର ରୁହନାଇଟ୍ କ୍ଲବର ବାର୍ଷିକ ଭତ୍ସବ ବୈଶାଖୀ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଣିକ୍ଷା ଜୟନ୍ତୀ ପାତ୍ର ମହୋତ୍ସବକୁ ଉଦଘାଟନ କରି କହିଲେ ଯେ, ଭାଇଚାରା,…

କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ୯୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଢେଙ୍କାନାଳ (ପ୍ରଶାନ୍ତ ତ୍ରିପାଠୀ ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

ଭବାନୀପାଟଣା(ହିମାଂଶୁ ତ୍ରିପାଠୀ ):କଳାହାଣ୍ଡି ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପରିଷଦ କଳାହାଣ୍ଡି ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ…

୫୮୪ ମାର୍କ ରଖି ଆଶିଶ୍‍ କୁମାର ସାହୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଟପ୍ପର୍‍

ଢେଙ୍କାନାଳ(ମଦନ ମୋହନ ଶତପଥି): ଆଜି ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଢେଙ୍କାନାଳର ଇ-ଟେକ୍‍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବାର କୀର୍ତ୍ତିମାନ୍ ସ୍ଥାପନ କରିଛି। ଚଳିତ ବର୍ଷ ବିଦ୍ୟାଳୟର ୨୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

ଜୀବେ ଦୟା

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ଭବ୍ୟା ରାତ୍ରି ଟିଉଶନରୁ ପାଠପଢ଼ି ଘରକୁ ଫେରିଲା । ପରିବାରର ଅନ୍ୟମାନଙ୍କୁ ଖାଦ୍ୟ ପରଶିବା ସହ ଭବ୍ୟାକୁ ମଧ୍ୟ ତା'ର ବୋଉ ଖାଦ୍ୟ ବାଢ଼ି ଦେଲେ । ଭବ୍ୟା ଖାଇସାରି ବିଛଣାରେ ଗଡ଼ପଡ଼ ହୋଇଥାଏ । ତାକୁ ନିଦ ଆସୁନଥାଏ ।ଶେଷରେ ଭବ୍ୟାର ବୋଉ ରାତ୍ରି ଭୋଜନ…

ଦିଲ୍ଲୀ ପବ୍ଲିକ ସ୍କୁଲ ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ (ମଦନ ମୋହନ ଶତପଥି ): ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଦିଲ୍ଲୀପବ୍ଲିକସ୍କୁଲ, ଢେଙ୍କାନାଳର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ…