Take a fresh look at your lifestyle.
Yearly Archives

2022

ସହାନୁଭୂତିର ଶିକ୍ଷା ଦେଇଥାଏ ରମଜାନ ର ରୋଜା

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା, ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି। ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ ରମଜାନ…

ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ

ଢେଙ୍କାନାଳ: ଭାରତ ମାତା ସେଵା ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କାଳ ଗଣନା ଅନୁଯାୟୀ ବ୍ରହ୍ମା ଙ୍କ ଦ୍ଵାରା ସୃଷ୍ଟିର ଆରମ୍ଭ ତିଥି ଚୈତ୍ର ଶୁଳ୍କ ପ୍ରତିପଦାକୁ ହିନ୍ଦୁ…

ନଗରପାଳ ଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଭୁବନ : ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ ସାହୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂଆବଜାରସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡାହୋଇ ଟୋକନ ଦେଇ ୫ ଟଙ୍କିଆ ଆହାର ମିଲ ଖାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ଭୁବନ ଆହାର କେନ୍ଦ୍ର ଟି ଉତ୍କଳ…

ବାଣୀ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ପାଳିତ

ଭୁବନ : ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆ ଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଜାମେ ମସଜିଦଠାରେ ଅହମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଜାମେ ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲୀ ଖାଁ ଏହି…

ଭୁବନ ରେ ୭୯ ପ୍ରତିଶତ ମତଦାନ

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ସକାଳ ୮ ଘଟିକାଠାରୁ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ୫ ନମ୍ବର ୱାର୍ଡର ୮ ନମ୍ବର ବୁଥ କୁ ପିଙ୍କ ବୁଥ କରାଯାଇଥିଲା ।…

ପୌର ନିର୍ବାଚନ : ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ମତଦାନ

କୋଣାର୍କ: ପୌର ନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ପୁରୀ ପ୍ରଦିକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୪ ତାରିଖରେ ନିମାପଡାର…

କାଳିନ୍ଦୀ ବାରିକ ସଦର ବ୍ଲକ ଉପାଧ୍ୟକ୍ଷ ହେଲେ

ଢେଙ୍କାନାଳ :ଢେଙ୍କାନାଳ ସଦର ପଞ୍ଚାୟତ ସମିତି ର ନୂତନ ଉପାଧ୍ୟକ୍ଷ ଭାବେ କାଳିନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି | ସେ ବିଜୁ ଜନତା ଦଳ ସମର୍ଥନ ରେ ଚାଉଳିଆ ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ | ସଦର ପଂଚାୟତ ସମିତି ଅଧ୍ୟଖ୍ୟା ତଥା ଶୁଆଖାଇ…

ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି…

ବି.ବି. ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ଢେଙ୍କାନାଳ:  ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…