Take a fresh look at your lifestyle.
Monthly Archives

May 2022

ଗୁଣ୍ଡିଚାପଡା ବସ୍ ଷ୍ଟାଣ୍ଡ ଠାରେ ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ତାପମାତ୍ରା ୪୨ ଉପରେ ରହୁଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ବାଟୋଇ ମାନେ ହଟହଟା…

ଭାଇଚାରା,ସେବା, ସାହାଯ୍ୟ, ଶାନ୍ତି ମୈତ୍ରୀ ତଥା ସଦଭାବନାର ଶିକ୍ଷା ଦେଇଥାଏ ଈଦ ପର୍ବ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ଶେଷ ହୋଇଛି ପବିତ୍ର ରମଜାନ, ଶୱାଲ ମାସର ଚନ୍ଦ୍ର ଦର୍ଶନ ପରେ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପବିତ୍ର ଇଦ୍ ପର୍ବ ପାଳିତ ହୋଇଯାଇଛି। ଦୀର୍ଘ ୧ ମାସ ଧରି ନିଷ୍ଠାର ସହ ଘୋର ତପସ୍ୟା ପରେ ଈଦ ପର୍ବର ଶୁଭ ଅବସର ମିଳିଥାଏ। ବିଗତ ଦୁଇ ବର୍ଷ ଧରି କୋରୋନା…

ହନୁମାନ ବାଟିକା ରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଢେଙ୍କାନାଳ: ଆନ୍ତର୍ଜାତୀୟ ଶ୍ରମ ଦିବସ ଆବସରରେ ପୂର୍ବାହ୍ନ ୧୦ଘଟିକା ସମୟରେ ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ସନ୍ନିକଟ ହନୁମାନ ବାଟିକା ଠାରେ ସ୍ୱର୍ଗତ ରାଘବ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ…