Browsing Category
ପ୍ରମୁଖ ଖବର
ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କା କୁ ବୃଦ୍ଧି
ପୁରୀ : ପୁରୀ ସ୍ଵର୍ଗଦ୍ଵାର କୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି।ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର…
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅରବିନ୍ଦ, ବିଜୟାନନ୍ଦ ଙ୍କ କୃତୀତ୍ୱ
ଢେଙ୍କାନାଳ : ସୋମବାର ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ପଞ୍ଚାୟତ ଶଙ୍କରପୁର ଗ୍ରାମର ଅରବିନ୍ଦ ହାତୀ ଏବଂ ବିଜୟାନନ୍ଦ ମଲ୍ଲିକଙ୍କ ସଫଳତା ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଅରବିନ୍ଦ ୩୭୮ ଓ ବିଜୟାନନ୍ଦ ୩୯୦…
ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ
ଢେଙ୍କାନାଳ : ଢେଙ୍କାନାଳ ସମୃତି ଦେଶରେ ‘‘ଭୟଙ୍କର ଦରବୃଦ୍ଧି, ଜନ ଜୀବନକୁ ବିପର୍ଯ୍ୟସ୍ତ କରିଛି । ତା ସହିତ ଦିର୍ଘ ତିନିମାସ ଧରି ମଣିପୁରରେ ଲାଗି ରହିଥୁବା ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ଦେଇ ମହିଳାମାନଙ୍କ ଉପରେ ଯେଉଁ ବର୍ବରତା ବୃଦ୍ଧି ପାଇଛି, ତାହା ଦେଶବାସୀଙ୍କ ସମ୍ମାନ ଦେଶ…
ମରାମତି ଅଭାବରୁ ରାସ୍ତା ଶୋଚନୀୟ :ପ୍ରତିବାଦରେ ଗ୍ରାମବାସୀଙ୍କ ଝାରଗାଡିଆ-ବଉଳପୁର ରାସ୍ତା ଅବରୋଧ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝାରଗାଡିଆଠାରୁ ବଉଳପୁରକୁ ସଂଯୋଗ କରୁଥିବା ୩ କିଲୋମିଟର ରାସ୍ତା ମରାମତି ଅଭାବରୁ ଅତି ଶୋଚନୀୟ ହୋଇପଡିଛି । ରାସ୍ତାସାରା ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି ।
ବର୍ଷା ହେଲେ ରାସ୍ତା ଆହୁରି କଦର୍ଯ୍ୟ ହୋଇପଡୁଛି । ରାସ୍ତାରେ ଆଣ୍ଠୁଏ ଲେଖାଏଁ…
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭…
କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା
କଟକ : କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା ଶନିବାର ଗାନ୍ଧୀଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଶ୍ଵଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକସେବକ ଓ ସର୍ବୋଦୟ ମିତ୍ର ଉପସ୍ଥିତ ରହି ସର୍ବୋଦୟ ଓ…
ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈ ମୃତ
କୋଣାର୍କ : କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ଭଗବତୀ ରୋଡରେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ସୋଚନୀ ମୃତ୍ୟୁ ହୋଇ ଯାଇଛି।
ଘଟଣାରୁ ପ୍ରକାଶ ଆଜି ରବିବାର ଦିନ ୧୨.ଟା ୩୦ମିନିଟ ସମୟରେ କୋଣାର୍କ ବେହେରା ସାହିର ବ୍ରଜ ଦାସଙ୍କ ଗାଈ ଚରିବାକୁ ଆସିଥିଲା ।
ଏହି…
ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ
ବାଲେଶ୍ଵର: ସ୍ଵତନ୍ତ୍ର ପକ୍ସୋ କୋର୍ଟ ଦ୍ଵାରା ନାବାଳିକା ବଳାତ୍କାର ମାମଲାରେ ଜଣେ ଶିକ୍ଷକ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କାଜୋରିମାନା , ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।
ଏହାସହ ନାବାଳିକା ଙ୍କ ପରିବାର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪…
ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ : ଭାରତରେ ଅନୁଷ୍ଠିତ ଜି୨୦ ଶିଖର ସମିଳନିର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ୨୦ଟି ଦେଶର ୮୫ ଜଣ ପ୍ରତିନିଧି ରହିଥିଲେ ।ଜି୨୦ର ପ୍ରତିନିଧି ମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଆଇଓସିଏଲ…
ସୂର୍ଯ୍ୟ ମନ୍ଦିର ବେଢ। ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର, ଉଚ୍ଚସ୍ତରୀୟ ତଦନ୍ତ ଦାବି
କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଦ୍ବାରା ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର…