ଅହମଦିୟା ମୁସଲିମ ସମୁଦାୟ ପକ୍ଷରୁ ୧୧୭ତମ ଖିଲାଫତ ଦିବସ ଉଦ୍ଯାପିତ
ଢେଙ୍କାନାଳ: ସମସ୍ତ ଜଗତରେ ଶାନ୍ତି, ଭାତୃଭାବ ଓ ମାନବତାର ପ୍ରତିକ ଭାବରେ ଗଣାଯାଉଥିବା ଅହମଦିୟା ଖିଲାଫତର ୧୧୭ତମ ବାର୍ଷିକୀ ଅବସରରେ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଭାବଗମ୍ଭୀର ଧର୍ମ ସଭା ଅନୁଷ୍ଠିତ ହୋଇଗଲା।
୨୭ ମଇ ସନ୍ଧ୍ୟା ସମୟରେ ଆୟୋଜିତ ଏହି ଧର୍ମୀୟ…