ଠକେଇ, ଦ୍ୱିତୀୟ ବିବାହ:ଅଭିଯୁକ୍ତ ସ୍ୱାମୀକୁ ୭ବର୍ଷ କାରାଦଣ୍ଡାଦେଶ
ଢେଙ୍କାନାଳ : ଢେଙ୍କାନାଳ ଅତିରିକ୍ତ ଦୌରାଜଜ୍ (ମହିଳା ଅଦାଲତ) ଶୁକ୍ରବାର ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ ଅଭିଯୁକ୍ତକୁ ୭ବର୍ଷ କରାଦଣ୍ଡାଦେଶ, ୫୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୯ମାସ ଜେଲ୍ ଦଣ୍ଡାଦେଶ ପ୍ରଦାନ…