ଢେଙ୍କାନାଳ ଜିଲ୍ଲା ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଯାପିତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓପନ୍ ଚେସ୍ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆଜି ଉଦଯାପିତ ହୋଇଯାଇଛି । ଉତ୍ସବରେ ସଂଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ସମ୍ମାନିତ ଅତିଥି ଢେଙ୍କାନାଳ…