ପ୍ରେମ କରି ଛେଚା ଖାଇଲେ ବିବାହିତ ପୁରୁଷ ଓ ବିଧବା ମହିଳା
ଗଁଦିଆ (ସୌମ୍ୟ ରଞ୍ଜନ ମହାନ୍ତି ) : ସୋସିଆଲ ମିଡ଼ିଆ ରେ ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ବିବାହିତ ପୁରୁଷ ଓ ଜଣେ ବିଧବା ମହିଳା ହୀନସ୍ତା ହେବାର ଦେଖିବାକୁ ମିଳିଛି l ପତ୍ନୀ ଙ୍କ ମାଡ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଲହୁଲୁହାଣ ହୋଇଛନ୍ତି I ଏହି ଘଟଣା ଏବେ ଗଁଦିଆରେ ଚର୍ଚ୍ଚା ର ବିଷୟ…