ଢେଙ୍କାନାଳ/ସାଇଁବିରି, ଅଗଷ୍ଟ ୧୪: ନିଜର ପଦ, ପଦବୀ ଓ ସଫଳତା ସତ୍ତ୍ୱେ ଜନ୍ମମାଟିର ସଂସ୍କାରକୁ ଭୁଲିବା ଉଚିତ୍ ନୁହେଁ। ନିଜ ଗାଁ ଓ ଅଞ୍ଚଳର ନିରନ୍ତର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ହିଁ ମାତୃଭୂମି ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।