କୁଣ୍ଡି ନାଳ ରେ ମହାଦୁର୍ନୀତି : ହସୁଛି ଠିକାଦାର କାନ୍ଦୁଛି ଚାଷୀ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ର କନ୍ଦରସିଙ୍ଗା ଗ୍ରାମ ରେ ଦେଖିବାକୁ ମିଳିଛି I ମହାଦୁର୍ନୀତି ଗ୍ରାମ ର ପାର୍ଶ୍ଵ ଦେଇ ଏକ ନାଳ ବୋହି ଯାଇଛି I କୁଣ୍ଡି ନାଳ ନାମରେ ପରିଚିତ ନାଳ ଟି ଏପରି ଭାବରେ ପ୍ରଭାହିତ ହେଉଛି କୀ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇ ଚାଷୀ ଙ୍କ ଚିନ୍ତା ବଢ଼ାଇ ଦେଇଛି I

କିଛି ଚାଷୀ ନିଜ ଚାଷ ଜମି ହରାଇ ବାକୁ ବସିଲେଣୀ ସମସ୍ତ ଗ୍ରାମ ବାସି ସରକାର ଙ୍କ ପାଖରେ ଗୁହାରି କରିବାରୁ ସରକାର ଏକ ନିଉ କୁଣ୍ଡି ନାଳ ରିଟନିଗି ୱାଲ ମଞ୍ଜୁରୀ କରି ଥିଲେ  କିପରି ଚାଷୀ ମାନେ ଉପକୃତ ହେବେ ଓ ନିଜ ଜମି ଗୁଡିକ ସୁରକ୍ଷିତ ରହିବ I ଦୁର୍ଭାଗ୍ୟ ର କଥା କାମ ଟିକୁ ଯେଉ ଠିକାଦାର କରିଛନ୍ତି କୁଣ୍ଡି ନାଳ ଠାରୁ ପ୍ରାୟ 70  ମିଟର ଦୂରରେ କରଛନ୍ତି I

ଯାହା କୀ ଚାଷୀ ଙ୍କ ର କୋଣସି କାମରେ ଆସୁନହିଁ ଠିକାଦାର ଙ୍କୁ ଜଣାଇ ବାରୁ ଠିକାଦାର କହୁଛନ୍ତି ଏସବୁ କଥା ଶୁଣିବାକୁ ମୋପଖରେ ସମୟ ନାହିଁ I ଏ ମହାଦୁର୍ନୀତି ପଛରେ କାହାର ହାତ ଅଛି ଏହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି I

ଏଠି ଜଣା ପଡୁଛି ପ୍ରଶାସନ କିପରି ଏପରି କାଯ୍ୟ କୁ ତଦାରଖ ନକରି କିପରି ଅନୁମତି ଦେଉଛନ୍ତ ପ୍ରଶାସନ ଓ ଠିକାଦାର ଙ୍କ ମଧୁଚନ୍ଦ୍ରି କା ନୀହିଁ ତ ଏ କଥା ଆମେ କହୁ ନାହୁଁ ସ୍ଥାନୀୟ ବାସିନ୍ଦା କହୁଛନ୍ତି I ସ୍ଥାନୀୟ ପ୍ରଶାସନ ଓ ଉଚ୍ଚ ପଧାଦିକାରୀ ଏହା ଉପରେ କେଏବେ କେଉଁଦିନ ଦୃଷ୍ଟି ଗୋଚର କରୁଛନ୍ତି ତାହା ଦେଖି ବାକୁ ବାକି ରହିଲା।

Comments (0)
Add Comment