ଆଜି ବାମନ ଜନ୍ମ ଉତ୍ସବ ପାଳିତ..

ଢ଼େଙ୍କାନାଳ: କୌବଲ୍ୟ ବଜାର ସ୍ଥିତ ସିଦ୍ଧବଳରାମ ଜୟୁ ଙ୍କ ପାର୍ଶ୍ଵରେ ଥିବା ବାମନଙ୍କର ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରଥମେ ମାଜଣା କରାଯାଇଥିଲା ଓ ନୂତନ ବର ଫୁଲ ତୁଳସି ଲାଗି କରାଯାଇ ଥିଲା ।

ଉଖୁଡ଼ା ମିଠା, ଫଳ ଭୋଗ ଲାଗି କରାଯାଇ ଥିଲା ।ପୂଜକ ଶ୍ରୀବତ୍ସ ମିଶ୍ର , ପାଳିଆ ସେବକ ସମ୍ବୁନାଥ ମହାପାତ୍ର କାହାଳିଆ ଟିକନ ବେହେରା, ଜିମା ଜାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ବାମନ ଜନ୍ମ ଦିନ ନିତି ସଂପୂର୍ଣ୍ଣ ହୋଇଥିଲା ।

Comments (0)
Add Comment