ବିଜୁ ଯୁବ ଜନତା ଦଳର ହେଲା ପୁର୍ନଗଠନ

??ରାଜ୍ୟ ବିଜୁ ଯୁବଜନତା ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା । ୩ କାର୍ଯ୍ୟକାରୀ ସଭାପତି , ଜଣେ ମହାସଚିବ , ୩ ବରିଷ୍ଠ ଉପସଭାପତି ନିଯୁକ୍ତ । ୭ ଜୋନ ସଭାପତି , ୧୩ ଉପସଭାପତି , ୪୬ ସାଧରଣ ସମ୍ପାଦକ ନିଯୁକ୍ତ । ୬୩ ସଂପାଦକ , ୨୩ ଯୁଗ୍ମ ସମ୍ପାଦକ ଙ୍କ ସହ ଜିଲା୍ଲ ସଭାପତି ନିଯୁକ୍ତ ।

➡️କାର୍ଯ୍ୟକାରୀ ସଭାପତି :-
୧)ବୈକୁଣ୍ଠନାତ ନାୟକ
୨)ସୁଭେନ୍ଦୁ ମଙ୍ଗରାଜ
୩) ଦୃତି ରଞ୍ଜନ ମରାଠ

➡️ମହାସଚିବ :-
୧)ଏଲିନା ଦାଶ

➡️ଉପସଭାପତି :-
୧)ଜ୍ୟୋର୍ତିମୟୀ ପରିଡ଼ା
୨)ଡ. ସୁବାଷ ଚନ୍ଦ୍ର ନାୟକ
୩) ମଣ୍ଟୁ ନାୟକ
ଜୋନ ସଭାପତି
୧) ଭୁବନେଶ୍ୱର : ବିଜୟ କେତନ ସାହୁ
୨) କଟକ : ସୁଭ୍ରାଂଶୁ ନାରାୟଣ ମିଶ୍ର
୩) ଗଞ୍ଜାମ ନାଚିକେତ ସ୍ୱାଇଁ
୪) ବଲାଙ୍ଗୀର : ମଣିନ୍ଦ୍ର ମହାନ୍ତି
୫)ସମ୍ବଲପୁର : ଦେବାଶିଷ ପରିଡ଼ା
୬)କୋରାପୁଟ: ତାପସ ତ୍ରିପାଠୀ
୭) ବାଲେଶ୍ୱର : ଜୟରାମ ଦାସ

➡️ଉପସଭାପତି :-
୧) ଛବି ମହାଲୀ
୨)ସୋଫିଆ ଆଲାମ
୩) ସୁନୀଲ କୁମାର ମହାନ୍ତି
୪) ସୌମ୍ୟ ଶଙ୍କର ଚକରା
୫)ସୁବାଷିଶ ଖୁଣ୍ଟିଆ
୬) ସୁନୀଲ ପଣ୍ଡା
୭)ତାରିଣୀ ପ୍ରସାଦ ନାୟକ
୮)ସୁଭ୍ରଜିତ୍ ପାଢ଼ୀ
୯) ସୁଜିତ୍ ପ୍ରସାଦ୍ ଦ୍ୱିବେଦୀ
୧୦)ସମ୍ବିତ୍ କୁମାର ନାୟକ
୧୧)ଦିଲ୍ଲୀପ୍ ସେନାପତି
୧୨) ମାନଭଞ୍ଜନ ବେହେରା
୧୩)ମିହିର ରଞ୍ଜନ ପରିଡ଼ା

➡️ସାଧରଣ ସମ୍ପାଦକ :-
୧) ଅମିତ୍ ଅଗ୍ରୱାଲ
୨)ବିଷ୍ଣୁପ୍ରସାଦ ଡେଙ୍ଗ
୩)ବାଣୀ କଲ୍ୟାଣ ମହାନ୍ତି
୪)କୈନିଷ୍କ ଦେନା
୫)ମଧୁସ୍ମିତା ପରିଡ଼ା
୬)ମଧୁସ୍ମିତା ନାୟକ
୭)ଅପର୍ଣ୍ଣା ଦାସ
୮)ଲଗ୍ନାଦୀପ ମିଶ୍ର
୯) ସୋନାଲୀ ପ୍ରିୟଦର୍ଶନୀ
୧୦)ମହେସ୍କିତ୍ ମିଶ୍ର
୧୧)ମଳୟ ରଞ୍ଜନ ପତି
୧୨)ଆଶିଷ ରଞ୍ଜନ ମିଶ୍ର
୧୩)ଅଭିନାଶ କୁମାର ପ୍ରଧାନ
୧୪)ରଶ୍ମିରଞ୍ଜନ ଦାଶ
୧୫ ବାସୁଦେବ ଶାହା
୧୬) ବିଭୁତି ପୁହାଣ
୧୭) ଅଫ୍‌ତାବ୍ ଆଲାମ ଖାନ୍‌
୧୮) ହିରାଲାଲ ବେହେରା
୧୯)ମନୋଜ ମହାନ୍ତି
୨୦) ଶିବବ୍ରତ ଚମ୍ପପତି ରାୟ
୨୧) ଅଭୟକଟ୍ ହରିହର ଖଣ୍ଡାୟତ

➡️ଜିଲ୍ଲା ସଭାପତି :-
ଯାଜପୁର- ପ୍ରତାପ ମହାନ୍ତି,
ସୋନପୁର- ଅଶୋକ ନନ୍ଦ,
କଳାହାଣ୍ଡି- ଆଦିତ୍ୟ ନନ୍ଦ,
କୋରାପୁଟ- ଲଲାଟ ରଞ୍ଜନ ସେଠି,
ସୁନ୍ଦରଗଡ଼- ଦେବେନ୍ଦ୍ର ପ୍ରସାଦ ମାଝୀ,
ଝାରସୁଗୁଡ଼ା- ପ୍ରଶାନ୍ତ କୁମାର ଜେନା,
ଗଜପତି- ଏସ.ଲିଙ୍ଗରାଜୁ,
ଭଦ୍ରକ- ମୁକୁନ୍ଦ ଦେବ ସାମଲ,
ମାଲକାନଗିରି- ଅଦମା ରବା,
ଦେବଗଡ଼- ପ୍ରତାପ କୁମାର ଦେବ,
ଢେଙ୍କାନାଳ- ଧର୍ମେନ୍ଦ୍ର ପରିଡ଼ା,
ଅନୁଗୁଳ- ଦୀନେଶ ପ୍ରଧାନ,
ଖୋର୍ଦ୍ଧା- ରାଜେଶ କୁମାର ପରିଡ଼ା,
ବୌଦ୍ଧ- ମୃତ୍ୟୁଞ୍ଜୟ ମିଶ୍ର,
ବଲାଙ୍ଗିର- ରାଜେନ୍ଦ୍ର ପ୍ରସଦା ହୋତା,
ନୂଆପଡ଼ା- ହରିଶ ଚନ୍ଦ୍ର ପଣ୍ଡା,
କେଉଁଝର- ରାକେଶ ରାମ
ପୁରୀ- ନାରାୟଣ ସ୍ୱାଇଁ,
ନୟାଗଡ଼- ରମେଶ ଚନ୍ଦ୍ର ସାହୁ,
ବରଗଡ଼- ପ୍ରଦ୍ୟୁମ୍ନ ତ୍ରିପାଠୀ,
ସମ୍ବଲପୁର- ଲକ୍ଷ୍ମୀ ପ୍ରସାଦ ମହାପାତ୍ର,
କନ୍ଧମାଳ- ବିଷ୍ଣୁ ଚରଣ ମଲ୍ଲିକ,
ରାୟଗଡ଼ା- ଦେବାଶିଷ ଖଡେଙ୍ଗା,
ନବରଙ୍ଗପୁର- ଶିବାନନ୍ଦ ବିଶୋୟୀ,
ଗଞ୍ଜାମ- ଭବାନୀକାନ୍ତ ସାହୁ,
କେନ୍ଦ୍ରାପଡ଼ା- ରାଜେଶ ଦାସ,
ବାଲେଶ୍ୱର- ତାପସ କୁମାର ପରିଡ଼ା,
ଜଗତସିଂହପୁର- ସୌମ୍ୟଜିତ ମହାପାତ୍ର,
କଟକ- ସ୍ମୃତି ରଞ୍ଜନ ନାୟକ, ସିର୍ଦ୍ଧାର୍ଥ ରାୟ, (କାର୍ଯ୍ୟକାରୀ ସଭାପତି),
ମୟୂରଭଞ୍ଜ-୧- ଅରୁଣ ବରାଡ଼,
ମୟୂରଭଞ୍ଜ-୨- ଅଭିଷେକ ପଟ୍ଟନାୟକ,
ଭୁବନେଶ୍ୱର- ସମରେଶ ବେଉରା,
କଟକ ସିଟି- ସୌମ୍ୟଦୀପ ଘୋଷ,
ୱାଲିଦ ରଫିକ ପଟେଲ (କାର୍ଯ୍ୟକାରୀ ସଭାପତି),
ବ୍ରହ୍ମପୁର ସିଟି- ଅଜିତ କୁମାର ପଣ୍ଡା,
ରାଉରକେଲା- ଅବିନାଶ ସୁମନ ବାଗେ ।

➖➖❣️➖➖❣️➖➖

Comments (0)
Add Comment