କାଳିନ୍ଦୀ ବାରିକ ସଦର ବ୍ଲକ ଉପାଧ୍ୟକ୍ଷ ହେଲେ

ଢେଙ୍କାନାଳ :ଢେଙ୍କାନାଳ ସଦର ପଞ୍ଚାୟତ ସମିତି ର ନୂତନ ଉପାଧ୍ୟକ୍ଷ ଭାବେ କାଳିନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି | ସେ ବିଜୁ ଜନତା ଦଳ ସମର୍ଥନ ରେ ଚାଉଳିଆ ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ |

ସଦର ପଂଚାୟତ ସମିତି ଅଧ୍ୟଖ୍ୟା ତଥା ଶୁଆଖାଇ କାଟେଣୀ ସମିତି ସଭ୍ୟା ରାଜଶ୍ରୀ ନାୟକ କାଳନ୍ଦୀ ଙ୍କ ପ୍ରସ୍ତାବକ ଏବଂ ସାଂକୁଳେଇ ସମିତି ସଭ୍ୟା ଅପର୍ଣ୍ଣା ରଥ ସମର୍ଥକ ଭାବେ ନାମାଙ୍କନ ପତ୍ର ଭରି ଥିଲେ | ଏକକ ପ୍ରାଥ୍ରୀ ଭାବେ କାଳିନ୍ଦୀ ଙ୍କୁ ବିଜୟୀ ଘୋଷଣା କରାଯାଇଛି |

Comments (0)
Add Comment