ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ: ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଢେଙ୍କାନାଳ ସାମାଜିକ ସୁରକ୍ଷା ପରିସର ଗୋବିନ୍ଦପୁର ଠାରେ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲ, ମୁଖ୍ୟ ବକ୍ତଭାବେ  ବିଭୂତି ଭୂଷଣ ଦାସ ଯୋଗ ଦେଇଥିଲ ।

ଶିଶୁ ଗୃହ , ସ୍ୱାଧର ଗୃହ , ବରିଷ୍ଟ ନାଗରିକ ଗୃହ, ପୋଷ୍ୟ ସନ୍ତାନ ସଂସ୍ଥା, ଉନ୍ମୁକ୍ତ ଗୃହ ସମସ୍ତ ଅନ୍ତେବାସୀ ଓ କର୍ମଚାରୀ ଯୋଗ ଦେଇଥିଲେ।

Comments (0)
Add Comment