ଆମ୍ ଆଦମୀ ପାର୍ଟିର ସାଧାରଣ ସଭା

,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରିୱାଲ ଙ୍କ ସୁଶାସନ ନେଇ ଅଭିଭାଷଣ ପ୍ରଦାନ

ମୋରଡା: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବରକନ୍ଦ ଠାରେ ଆମ ଆଦମୀ ପାର୍ଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ  ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି କବି ମନୋଜ କୁମାର ମହାନ୍ତ ଯୋଗଦାନ କରି ଶତାଧିକ ଲୋକ ଙ୍କୁ ଆମ୍ ଆଦମୀ ପାର୍ଟିରେ ଯୋଗଦାନ କରାଇ ଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଯୁବ ନେତା ଆକାଶ କୁମାର ମହାନ୍ତ ଓ ଦିବ୍ୟଜ୍ୟୋତି ଆଗୁଆନ୍ ପ୍ରମୁଖ ଯୋଗଦାନ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରିୱାଲ ଙ୍କ ସୁଶାସନ ନେଇ ଅଭିଭାଷଣ ପ୍ରଦାନ କରିଥିଲେ ।  ବୈଠକ ରେ ଶତାଧିକ ଲୋକ ଯୋଗଦାନ କରିଥିଲେ ।

Comments (0)
Add Comment