ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ସଫା କଲା ଯୁବସଂଗଠନ

କଙ୍କଡ଼ାହାଡ଼ :  ବାଜିରାଉତ ଯୁବକ ସଂଗଠନ ତରଫରୁ କଙ୍କଡ଼ାହାଡ଼  ବ୍ଲକ ଡ଼ଙ୍ଗପାଳ ଗ୍ରାମ ରେ ଥିବା ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ଅବେହେଳିତ ଅବସ୍ଥାରେ ପଡିଥିଲା ଏହା କୁ ସଫା କରିବା ସହିତ ରଙ୍ଗ ଏବଂ ମାଲ୍ୟାପ୍ରାଣ ହେଲା |

ଏଥିରେ ସଂଗଠନ ର ସଭାପତି ଦେବୀ ପ୍ରସାଦ ସଭାପତି ଦେବୀ ପ୍ରସାଦ ସିଂହ , ଉପ ସଭାପତି ରାକ୍ଷେଲ ବିଶ୍ୱାଳ, ନୀତେଶ ନନ୍ଦ, ସିପୁ ପାତ୍ର, ଶୁଭେନ୍ଦୁ ନାୟକ ଏବଂ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ

Comments (0)
Add Comment