ବିପଦ ତାରିଣୀ ବ୍ରତ ଥିବାରୁ ବ୍ରାହ୍ମଣୀ ଦେବୀଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ ବାଜିଚୈକ ସ୍ଥିତ ମାଁ ବାହ୍ମଣୀ ଦେବି ପିଠିରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।

ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ମାଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।

ଭକ୍ତ ମାନେ ବ୍ରତ,ଫୁଲ ଓ ଫଳ ନେଇ ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଛନ୍ତି। ସନ୍ଧ୍ୟା ସମୟରେ ଆଳତି ଓ ରାତ୍ରୀରେ ପହଡ ପଡ଼ିବ

Comments (0)
Add Comment