ଗଁଦିଆ ଅନ୍ତର୍ଗତ ବଜ୍ରପାତରେ ଜଣେ ଆହତ

ଢେଙ୍କାନାଳ : ବଜ୍ରପାତରେ ଜଣେଆହତ ଗଁଦିଆତା ୩୧/୫/୨୩—-ଗଁଦିଆଥାନାଅନ୍ତର୍ଗତ ମନ୍ଦାରଗ୍ରାମପଞ୍ଚାୟତଅଧିନ ମନ୍ଦାରଦେଉଳସହିଗ୍ରାମରଟଙ୍କଧର ସାହୁଙ୍କରପତ୍ନୀଟିକିପ୍ରିୟା ସାହୁ ୨୬ ବର୍ଷ ନିଜଘରବାରଣ୍ଡାରେ ବସିଥିବାସମୟରେ ଆଜିଅପରାହ୍ନ୫୪୦ମିନିଟିସମୟରେବଜ୍ରପାତ୍ରରେଆହତହୋଇଥିଲେତୁରନ୍ତତାଙ୍କୁଆହତଅବସ୍ଥାରେସ୍ଥାନୀୟଶ୍ରୀରାମଚନ୍ଦ୍ରପୁରଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁଅଣାଯାଇଥିଲାଓବର୍ତ୍ତମାନତାଙ୍କରଚିକିତ୍ସାଜାରିରହିଛି।

Comments (0)
Add Comment