ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ

ନେତାଜୀଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର  କରିବା ସହ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସାଧାରଣ ଜନତା ପୋଲିସ ସହ ସିଧା ସଳଖ ସମ୍ପର୍କ ରଖି ନିଜ ଅସୁବିଧା ଦୂର କରିପାରିବେ ତା ବିଷୟରେ ସୂଚନା ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ସିବିଆଇ ଜର୍ଜ ଭିକାରୀ ଚରଣ ରାଉତ, ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଫୋରମର ଉପଦେଷ୍ଟା ତଥା ଆମ୍ ଆଦମୀ ପାର୍ଟି ର ସଭାପତି ପଙ୍କଜ ନାୟକ, ପୂର୍ବତନ ନଗରପାଳ ତଥା ବିଜେପି ନେତା ସୁନୀଲ କୁମାର ଶର୍ମା, ବିଜେଡି ଦଳର ଏସସୀ ଏସଟି ମୋର୍ଚ୍ଚାର ସଭାପତି କୈଳାଶ ନାଏକ, ଓକିଲ ସଂଘର ସମ୍ପାଦକ ଆଇନଜୀବୀ ଟଙ୍କଧର ବେହେରା, ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ଫୋରମର ଉପସଭାପତି ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ |

ଅନ୍ୟ ମାନକମଧ୍ୟରେ ସମାଜସେବୀ ବିଶ୍ୱନାଥ ବେହେରା, ଫୋରମର ସମ୍ପାଦକ ଭରତ କୁମାର ଦାସ, ସହ ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଓଡିଶା ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି, ପର୍ଶୁରାମ ମହାଭୋଇ, ଜିତେନ୍ଦ୍ର ବେହେରା, ପ୍ରଭାତୀ ମହାପାତ୍ର, ସାଜେଦା ବେଗମ୍, ରୁଦ୍ର ପ୍ରକାଶ ଶରଣ, ଅମରେନ୍ଦ୍ର ସାହୁ, ଆଇନଜୀବି ଅମ୍ବିକା ମିଶ୍ର, ଦୟାନିଧି ବେହେରା, ମନ୍ମଥ ରାଓ, ଉଦୟନାଥ ବେହେରା, ରଞ୍ଜିତ ପାଣିଗ୍ରାହୀ, ରୁଦ୍ରମାଧବ ହୋତା, ଅଶୋକ ସ୍ୱାଇଁ, ନଗେନ କର, ଗୋକୁଳାନନ୍ଦ ମାଝୀ, ମୁରଲୀଧର ପଟ୍ଟନାୟକ, ଅବିନାଶ ସାହୁ, ମହେନ୍ଦ୍ର ସାହୁ, ଯୁଗଳ କିଶୋର ପ୍ରଧାନ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ, ଚିତ୍ତରଞ୍ଜନ ରାଉତ, ଚିନ୍ମୟ ସେନାପତି, ମହୁର ସାହୁ ଆଦି ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Comments (0)
Add Comment