ଆଜି ସୁନିଆ ବାମନ ଜନ୍ମ ଦିନ ଥିବାରୁ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ…

ଢେଙ୍କାନାଳ: ଆଜି ସୁନିଆ ବାମନ ଜନ୍ମ ଦିନ ଥିବାରୁ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ ସ୍ଥାନୀୟ କମଗରା ଘାଟରୁ ପଞ୍ଚ ଉପରରରେ ପୂଜା ଅର୍ଚନା କରାଯାଇ ମାଟି ଅନୁକୁଳ ହୋଇଥିଲା । ଏହି ମାଟି ମହାଲକ୍ଷୀ ଙ୍କ ମୂର୍ତ୍ତି ଗଢା ସମୟରେ ଲାଗି କରାଯିବା।

ଲକ୍ଷ୍ମୀ ବଜାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆଜି ବିଭିନ୍ନ ବାଦ୍ୟ, ଛତା,ଛତ୍ରୀ ଓ ଘଣ୍ଟ ଓ ସଂକିର୍ତ୍ତିନ ମଣ୍ଡଳି, ଘୋଡା ନାଚ, ଖଞ୍ଜଣୀ, ବିଭିନ୍ନ ବାଦ୍ୟ ଦ୍ଵାରା ବଳରାମ ମନ୍ଦିର ଠାରୁ ସହର ପରିକ୍ରମାର କରାଯାଇ ଥିଲା ।

ପୂଜକ ରମେଶ ଚନ୍ଦ୍ର ରଥ, କର୍ତ୍ତୀ ରଙ୍ଗାଧର ପାତ୍ର, ସଭାପତି ଜଗଦିଶ ପ୍ରସାଦ,ସଂପାଦକ ରବି ନାରାୟଣ ବେହେରା, ସଂଘର ସଦସ୍ୟ ମାୟାଧର ପାତ୍ର, ପରି ବେହେରା ।, ଦେବାଷିଶ ଦେହର।, କାଳିଆ ସାହୁ, ସନ୍ତୋଷ ବେହେରା ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମାଟି ଅନୁକୁଳ ଲାଇଥିଲା ।

Comments (0)
Add Comment