ପୁନମ ସେଠ ଭୁବନ କୋର୍ଟରେ ନୂତନ ଜେଏମଏଫସି ଭାବେ ଯୋଗଦେଲେ

ଭୁବନ : ଭୁବନ କୋର୍ଟରେ ନୂତନ ଜେଏମଏଫସି ତଥା ସିଭିଲ ଜଜ ଭାବେ ପୁନମ ସେଠ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଭୁବନ ଓକିଲ ସଂଘ ତରଫରୁ ନୂତନ ଜେଏମଏଫସି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଓକିଲ ସଂଘ ସଭାପତି ଅଜୟ କୁମାର ଥାଟୋଇ ,ସଂପାଦକ କୋଦଣ୍ଡଧର ନାୟକ , ପ୍ରତିଷ୍ଠାତା ସଭାପତି ସନାତନ ଗୁରୁ ଙ୍କ ସମେତ ସମସ୍ତ ଆଇନଜୀବୀ ମାନଙ୍କ ଉପସ୍ଥିତିରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Comments (0)
Add Comment