ପଦଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନ ର ଜଗନ୍ନାଥ ପ୍ରେମୀ

ଭୁବନ: ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ର ପୁରୀ ଅଭିମୂଖେ ପଦଯାତ୍ରାରେ ଯାଇଛନ୍ତି ।

ଓସ୍ତାତ ହୃଦାନନ୍ଦ ବେହେରା ଓ ଧରଣୀଧର ସାହୁ ଙ୍କ ନେତୃତ୍ୱରେ ୧୯୮୫ ମସିହା ରୁ ଭୁବନର ଶ୍ରୀଜଗନ୍ନାଥ ଭଜନ ମଣ୍ଡଳୀ ପଦଯାତ୍ରାରେ ଯାଇ ରଥଯାତ୍ରାରେ ସାମିଲ ହେଉଛନ୍ତି ।

ଦୀର୍ଘ ଦୁଇବର୍ଷ ହେଲା କରୋନା ଜନିତ କଟକଣା ଯୋଗୁ ଭୁବନର ଭକ୍ତମାନେ ରଥଯାତ୍ରାରେସାମିଲ ହୋଇପାରିନଥିଲେ । ସେଥି ଯୋଗୁ ଚଳିତବର୍ଷ ଅନେକ ଉସôାହୀ ଯୁବକ ପଦଯାତ୍ରାରେ ସାମିଲ ହୋଇ ପୁରୀ ଯାତ୍ରାକରିଛନ୍ତି ।

Comments (0)
Add Comment