ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ବାର୍ଷିକ ଉତ୍ସବ

ଢେଙ୍କାନାଳ: ଭାଗିରଥି କୂଳରେ ଥିବା ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ଉତ୍ସବ ପାଳିତ ହୋଇଯାଇଛି  । ପ୍ରାତଃ ମା ଙ୍କୁ ବିଭିନ୍ନ ଅତରରେ ସ୍ନାନ କରାଯାଇ ନୂତନ ବସ୍ତ୍ର ବିଭିନ୍ନ ପ୍ରକାର ପୁଷ୍ପହାର ସୁସଜିତ କରାଯାଇଥିଲା ।
ବିଭିନ୍ନ ଉପଚାର ମା ଙ୍କର ପୂଜାର୍ଚନା କଳସ କରାଯାଇଥିଲା । ସୂର୍ଯ୍ୟପୂଜା, ଗୋପୂଜା, କଳସପୂଜା, ସପ୍ତଚଣ୍ଡୀପାଠପୂଜା, ଏବଂ ଆହୁତି ଦିଆଯାଇଥିଲା  ।
ବିଭିନ୍ନ ପ୍ରକାର ମିଷ୍ଠାନ୍ନ ଫଳ ଭୋଗ ଲଗାଯାଇଥିଲା!ପ୍ରତିବର୍ଷ ଯାକଯକମରେ ପାଳିତ ହୁଏ ଏ ବର୍ଷ କୋଭିଡ କଟକଣା ଯୋଗୁଁ ମା ଙ୍କର ନବମ ବାର୍ଷିକ ଉତ୍ସବରେ ସରକାରଙ୍କ ନିୟମକୁ ବିଧିବଦ୍ଧ ଭାବରେ ଉତ୍ସବ ପାଳନ କରାଯାଇଛି  ।
Comments (0)
Add Comment