ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗିହେଲା ପହିଲି ଭୋଗ

ଢେଙ୍କାନାଳ: ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗି ହେଲା ପହିଲି ଭୋଗ | ମୀନା ବଜାର ସ୍ଥିତ ଶ୍ରୀ ଶ୍ରୀ ମଉଡମଣୀ ରାଜ ଲକ୍ଷ୍ମୀ ଙ୍କ ପାଖରେ  ଆଜି ପୌଷ ମାସ ଶୁକ୍ଲପକ୍ଷ ର ପ୍ରଥମ ଗୁରୁବାର ଥିବାରୁ ରାଜଲକ୍ଷ୍ମୀ ଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଇଥିଲା| ଅର୍ଣ୍ଣ, ମିଠାର୍ଣ୍ଣ, ଡାଲି, ବେସର ମହୁର, ଖଟା, ଖିରି, ପୁଳି, ଏସବୁ ବେଞ୍ଜନ ମହାଲକ୍ଷ୍ମୀ ଙ୍କ ପାଖରେ ଲାଗିକରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବହୁତ ଶ୍ରଦ୍ଧାଳୁ ଯୋଗଦେଇ ମାନଙ୍କୁ ପୂଜାର୍ଚନା କରିଥିଲେ |

Comments (0)
Add Comment