ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ

ଢେଙ୍କାନାଳ : ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ ଗଁଦିଆ ତା ୨୧/୫/୨୩–ଗଁଦିଆ ଅଂଚଳରେ ଜଣେ ନା ବଳିକାକୁ ଧର୍ଷଣଅଭିଯୋଗରେ ପୋଲିସଜଣକୁଗିରଫକରିଛି। ପୋଲିସ ଠାରୁ ପ୍ରକାଶ ଗଁଦିଆଥାନାଅନ୍ତର୍ଗତ ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ ଅଧିନ(କଲଣସାହି)ରଜଣେ ୬ ବର୍ଷର ନାବାଳିକା ୧୯ ତାରିଖ ଦିନ ଅପରାହ୍ନ ୩ ଟା ୪ଟା ସମୟ ମଧ୍ୟରେ ଉକ୍ତ ସାହିପାଖରେ ଥିବା ପୋଖରୀରୁ ସେତାର ଭାଇସହିତ ନିଜର ଘରକୁ ଫେରୁଥିଲା ଅଧାବାଟରେ ତାର ଭାଇ ତୁ ଘରକୁ ପଳାକହି ସେ ସାଥିପିଲାଙ୍କ ସହ ଖେଳିବାକୁ ଯାଇଥିଲ। ଓ ଉକ୍ତନାବାଳିକା ଏକୁଟିଆ ଘରକୁ ଫେରିବା ସମୟରେ ସେଠାରେ ପୂର୍ବରୁ ନିଜର କାମନାବାସନା ମେଣ୍ଟାଇବା ପାଇଁ ଛକିରହିଥିବା ସେହି ଗ୍ରାମର ରାକ୍ଷସଗୁଜୁନା ଦାସର ପୁଅ ଗୌତଦାସ ୨୫ବର୍ଷ ଉକ୍ତନାବଳିକାକୁ ଏକୁଟିଆ ପାଇ ତାକୁ ଏକନିଛାଟିଆଜାଗାକୁ ନେଇବ ଳତ୍କାରକରିଥିଲା ସେଠାରୁ ବଳତ୍କାରି ପଳାଇଯାଇଥିଲା।

ଉକ୍ତ ନାବାଳିକା କାନ୍ଦିକାନ୍ଦି ଘରକୁ ଯାଇତାର ବଡମା କୁ ଘଟଣାସମ୍ପର୍କରେକହିଥିଲା ତାର ବାପାଘରକୁ ଆସିବାପରେ ଘରେ ଏହି ଘଟଣାଜାଣିବାପରେ ସେ ଗତକାଲି ୨୦ତାରିଖରେ ଲିଖିତଭାବେଗଁଦିଆଥାନା ରେ ଉକ୍ତଘଟଣାସମ୍ପର୍କରେ ଅଭିଯୁକ୍ତ ଗୌତମ ଦାସନାମରେ ଅଭିଯୋଗ କରିଥିଲା ଗଁଦିଆ ପୋଲିସ କେସ ନଂ ୧୪୮ରେ ଏକ ଧର୍ଷଣମାମଲାରୁଜୁ କରିବାସହିତ ଢେଙ୍କାନାଳ  ମେଡ଼ିକାଲରେ ଉଭୟଙ୍କର ଡାକ୍ତରୀମାଇନାପରେ ଅଭିଯୁକ୍ତକୁଆଜିକୋର୍ଟଚାଲାଣକରିଛି।

Comments (0)
Add Comment