ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ର ବଡଝରା ଗ୍ରାମ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପଖରେ ସୋମବାର ସନ୍ଧ୍ୟାରେ ଏକ ଓଡ଼ି ୩୫ ସି ୦୪୩୬ ନଂ ବିଶିଷ୍ଟ ୧୨ ଚକିଆ କୋଇଲା ବୁଝେଇ ଟ୍ରକ ଭାରଶ୍ୟାମ ହରାଇ ରାସ୍ତାର ବାମ ପାର୍ଶ୍ଵ କୁ ଉଲଟି ପଡ଼ିବାରୁ ଗାଡ଼ିର ନିଆଁ ଲାଗି ଯାଇଥିଲା ଏଥିସହ ଗାଡ଼ିର ଚାଳକ ଭିତରେ ଚାପି ହୋଇ ରହି ଅର୍ଦ୍ଧ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି, ସୂଚନା ଯୋଗ୍ୟ ତାଳଚେର ରୁ କୋଇଲା ଲୋଡ କରି ଟ୍ରକ ଟି କାମାକ୍ଷାନଗର ଆଡ଼କୁ ଯାଉଥିଲା ।