ବଜରଙ୍ଗ କ୍ଲବ ତରଫରୁ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ୬୫ତମ ଶ୍ରାଦ୍ଧ ଦିବସ ପାଳନ

ଢେଙ୍କାନାଳ: ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ପାଖରେ ଥିବା ଜିଲ୍ଲାର ବିପ୍ଲବୀ , ସ୍ଵାଧିନତା ସଂଗ୍ରାମୀ ବିଷିଷ୍ଟ ସମାଜବାଦୀ ନେତା ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକ ବଜରଙ୍ଗ କ୍ଲବ୍ ତରଫରୁ ପାଳନ ହୋଇ ଯାଇଛି ।

ମୁଖ୍ୟ ଅତିଥି ଭାବରେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଜିଲ୍ଲାପାଳ ସରୋଜ କୁମାର ସେଠୀ,ବିଧାୟକ ସୁଧୀର କୁମାର ସାମଲ, ପର୍ଯ୍ୟବେକ୍ଷଣ ବିଜୟ କୁମାର ନାୟକ, ପୌରପାଳିକାର ପ୍ରକାଶ କୁମାର କୁଆଁର ଙ୍କ ଉପସ୍ଥିତି ରେ ଏହି ୬୫ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ମାଲ୍ୟାର୍ପଣ କରିଥିଲେ ଓ ସାରଙ୍ଗଧର ଙ୍କ ବିଷୟରେ ଶ୍ରୁତି ଚାରଣ କରିଥିଲେI

Comments (0)
Add Comment