ମହିଳାଙ୍କ ପରଲୋକ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡ଼ଙ୍ଗାପାଳ ଗ୍ରାମର ଶାନ୍ତିଲତା ନାଏକ(୫୫) ଙ୍କ ଆଜି ସନ୍ଧ୍ୟା ୪ ଟା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି । ସେ ସ୍ବାସ୍ ରୋଗରେ ପୀଡିତ ଥିଲେ ଗତ ବୁଧବାର ଦିନ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା କରିବା ପାଇଁ ନେଇଥିଲେ ।

ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ରୀତିନୀତି ଅନୁସାରେ ଗ୍ରାମ ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କ ବିୟୋଗ ଖବର ପାଇ ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଶେଷ ଦର୍ଶନ କରି ଶୋକ ବ୍ୟକ୍ତ କରିଥିଲେ ।ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment