ହୀରା ମଣି ଦାସ ଙ୍କ ବିୟୋଗ: ରୁଦ୍ର ପାଣିଙ୍କ ଶୋକ

ଢେଙ୍କାନାଳ: ବିଜେପି ଯୁବ ମୋର୍ଚା ନଗର ମଣ୍ଡଳ ସଭାପତି  ସଂକଳ୍ପ ଦାସ ଙ୍କ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ  ହୋଇଯାଇଛି । ଆଜି  ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି  ସଭାପତି  ସଂକଳ୍ପ ଦାସ ଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସ୍ୱର୍ଗତଃ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ ନିମନ୍ତେ ଶୋକ ପ୍ରକାଶ କରି  ସଂକଳ୍ପଙ୍କ ବାପା ସୁରେଶ ଚନ୍ଦ୍ର ଦାସ ଙ୍କୁ ଆଶ୍ଵାସନା ପ୍ରଦାନ କରିଥିଲେ।

Comments (0)
Add Comment